Thursday , December 1 2022
Breaking News

Recent Posts

ଅଗ୍ନିକାଣ୍ଡରେ ୫ ବଖରା ଘର ଜଳିଗଲା

ଟାଙ୍ଗି, ୨୪/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ)- ନିଆଁ ଲାଗି ୫ବଖରା ଘର ପୋଡି ପାଉଁଶ।ପାରିବାରିକ କଳହ ଯୋଗୁଁ ନିଆ ଲଗାଇଦେଲା ଦୁର୍ବୁତ୍ତ।ଖୋର୍ଦ୍ଧା ଟାଗିଂ ଥାନା ଉଜ୍ୱଳା ଗୋପିନାଥପୁର ଗ୍ରାମପଞ୍ଚାୟତ ବଡସାହିରେ ଘଟିଛି ଘଟଣା।ନିଆଁ ଲାଗି ୫ ଘର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ସମସ୍ତ ଘରକକରଣା ଜିନିଷପତ୍ର ସମେତ ଧାନ ଚାଉଳ ପୋଡି ନଷ୍ଟ ହୋଇଛି।ସୂଚନାରୁ ଜଣାପଡିଛି କାଳିଆ ନାୟକ ନାମକ ଜଣେ ଯୁବକ ତାର ନିଜ ପରିବାର ସହିତ କୈ।ଣସି କାରଣରୁ କଳହ କରି ଉତ୍ୟକ୍ତ ହୋଇ ନିଜ ଘରେ ନିଆଁ ଲଗାଇଦେଇଥିଲା …

Read More »

ଅବସରପ୍ରାପ୍ତ ଵ୍ୟାଙ୍କ ଏଜିଏମ୍ ଙ୍କର ଦିଲ୍ଲୀରେ ଅକାଳମୃତ୍ୟୁ,ଶୋକରଛାୟା

କଟକ ସଦର,୨୪/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ଭୁବନେଶ୍ୱରରୁ ସାନ ଝିଅର ଵିଭାଘର ସ୍ଥିର କରିଵାକୁ ଦିଲ୍ଲୀ ଯାଇଥିବା ପଞ୍ଜାବ ଆଣ୍ଡ ସିନ୍ଧ୍ ଵ୍ୟାଙ୍କର ଓଡ଼ିଶା ମୂଖ୍ୟ ତଥା ଅବସରପ୍ରାପ୍ତ ଏଜିଏମ୍ ଵସନ୍ତ କୁମାର ପାତ୍ର (୬୨) ଙ୍କର ସେଠାରେ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି।ପରିଵାର ଵିଵାହ ପ୍ରସ୍ତାଵ ସ୍ଥିର କରି ଫେରିଵା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଲାଜପତନଗର ମୁଲଚାନ୍ଦ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ମିନୁ ପ୍ରଭା ବେହେରା,ପୁଅ …

Read More »

କଟକ ସଦର ବ୍ଲକ୍ ପ୍ରଶାସନର ନୀତି ନିୟମକୁ ଅଣଦେଖା, ସିଧାସଳଖ ପିସି କାରବାର

କଟକ ସଦର, ୨୪/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କଟକ ସଦର ବ୍ଲକ୍ ଏଵେ ଦୁର୍ନୀତିର ଗନ୍ତାଘର ପାଲଟିଥିଵା ଅଭିଯୋଗ ହେଉଛି।ସଵୁ ସରକାରୀ ନୀତି ନିୟମକୁ ଅଣଦେଖା କରି ମନ ଇଚ୍ଛା କାର୍ଯ୍ୟ କରାଯାଉଥିଵାକୁ ନେଇ କାହା ସ୍ୱାର୍ଥରେ ଏହା ଵୋଲି ପ୍ରଶ୍ନବାଚୀ ଠିଆ କରିଛି।ପ୍ରକାଶ ଯେ ଧରିଣା ପଞ୍ଚାୟତରେ ଗୋଚର ଓ ଶ୍ମଶାନ ଜମି ଉପରେ ଗଢି ଉଠିଥିବା ଏକ ମଠକୁ ବେଆଇନ ଦର୍ଶାଇ ରାଜସ୍ୱ ବିଭାଗ ମଠାଧୀଶଙ୍କ ଠାରୁ ୧୦ ହଜାର ଯୋରିମାନା ନେଇ ୨୦୧୫ ମସିହାରେ ମଠରୁ ମଠାଧୀଶଙ୍କୁ ବାହାର କରି …

Read More »