Thursday , December 1 2022
Breaking News

Recent Posts

ବିଧାୟକ ବିଷ୍ଣୁ ସେଠୀଙ୍କ ଆପତି ଜନକ ମନ୍ତବ୍ୟ ପ୍ରତ୍ୟାହାର ଦାବିରେ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡା ୦୨/୦୮/୨୦୧୯ ( ଓଡ଼ିଶା ସମାଚାର)-ବିରୋଧୀଦଳର ଉପନେତା ତଥା ବିଜେପି  ବିଧାୟକ ବିଷ୍ଣୁ ସେଠୀ ବିଧାନସଭାରେ ସଂଖ୍ୟାଲଘୁ ସଂପ୍ରଦାୟ ମହିଳାମାନଙ୍କ ପ୍ରତି ଯେଉଁ ଆପତିଜନକ ମନ୍ତବ୍ୟ ଦେଇଛନ୍ତି ତାହାର ଘୋର ପ୍ରତିବାଦ କରିଛି କଂଗ୍ରେସ ଦଳ । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସେଠୀ ବିନାଚୁକ୍ତିରେ  ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବା ସହ  ସର୍ବସାଧାରଣରେ ସେ କ୍ଷମା ପ୍ରାର୍ଥନା ମାଗିବା କୁ କଂଗ୍ରେସ ଦାବି କରିଛି ।  ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ  ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ …

Read More »

ସାଲେପୁର ସହରର ଆଲୋକୀକରଣ ପାଇଁ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ

ସାଲେପୁର, ୦୨/୦୮/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) – ସାଲେପୁର ସହରକୁ ଆଲୋକୀକରଣ କରିବାପାଇଁ ଦୀର୍ଘଦିନ ଧରି ସାଲେପୁର ବ୍ୟବସାୟ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ହୋଇନଥିବାବେଳେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉଦ୍ୟମରେ ଆଜି ଏହି କାର୍ଯ୍ୟର ଶୁଭ ଶିଳାନ୍ୟାସ କରାଯାଇଛି । ଆଜି ସାଲେପୁର ବିଧାୟକ ଶ୍ରୀ ବେହେରା ସାଲେପୁର ବଜାରର ବିକେ ଟକିଜ୍ ନିକଟରେ ନଡ଼ିଆ ଭାଙ୍ଗି ଏହି କାର୍ଯ୍ୟର ଶୁଭ ଶିଳାନ୍ୟାସ କରିଥିଲେ । ସାଲେପୁର ସହରକୁ ୩ଟି ପର୍ଯ୍ୟାୟରେ ଆଲୋକୀକରଣ କରାଯିବ …

Read More »

ଦୋକାନ ଘର ସ୍କାଏଲାଇଟ୍ ଭାଙ୍ଗି ନଗଦ ଟଙ୍କା ସହ ବହୁ ସାମଗ୍ରୀ ଚୋରି

ସାଲେପୁର, ୦୨/୦୮/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) – କେହି ଦୁର୍ବୃତ ଏକ ବୁଟିକ୍ ଦୋକାନର ସ୍କାଏଲାଇଟ୍ ଭାଙ୍ଗି ଦୋକାନ ମଧ୍ୟରେ ପ୍ରବେଶ କରି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା, ମେସିନ୍ ଓ ନଗଦ ୨୧ହଜାରରୁ ଉଦ୍ଧ୍ୱର୍ ଟଙ୍କା ଲୁଟିନେଇଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସୁଚରିତା ପ୍ରତାପ ଦୀର୍ଘବର୍ଷ ଧରି ସାଲେପୁର-ନଈଗୁଆଁ ରୋଡ୍ ନିକଟରେ ଥିବା ଏକ ଘରେ ସୁହାନୀ ବୁଟିକ୍  ଦୋକାନ କରି ବ୍ୟବସାୟ କରିଆସୁଥିଲେ । ଗତ ୩୧ତାରିଖ ରାତି …

Read More »