Saturday , December 3 2022
Breaking News

Recent Posts

ବନ୍ଦରରୁ ଲୁହା ଚୋରି କରି ୫ଗିରଫ

ପାରାଦ୍ୱୀପ,୦୮/୦୮/୨୦୧୯(ଓଡ଼ିଶା ସମାଚାର)-  ପାରାଦୀପ ବନ୍ଦରରୁ ଲୁହା ଚୋରି କରି ବିକ୍ରି କରିବା ପାଇଁ ନେଉଥିବା ବେଳେ ୫ଜଣ ଯୁବକଙ୍କୁ ପାରାଦ୍ୱୀପ ଆଦର୍ଶ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକଳାପଡ଼ା ଥାନା ବଉଳକାଣି ଗାଁର ବାପୁନା ସିଂ, ବିପ୍ଲବ ଦାସ ଓରଫ ବାପି, ତୋଫାନ ଦାସ ଓରଫ ପପୁ, କେନ୍ଦୁଝର ଝୁମ୍ପୁରା ଥାନା ଉଖୁଣ୍ଡା ଅଂଚଳର ମନୋଜ ମହାରଣା ଓରଫ ଏଣ୍ଡୁଅ, ପୁରୀ ଅଞ୍ଚଳର ନିରୋଦ ରଂଜନ ହାତୀ ଓରଫ ପପୁନି । ଅଭିଯୁକ୍ତମାନେ ମଙ୍ଗଳବାର ବନ୍ଦର …

Read More »

ସାଂସଦଙ୍କ ଦ୍ୱାରା ଚାରାରୋପଣ

ତିର୍ତେଲ, ୦୮/୦୮/୨୦୧୯(ଓଡ଼ିଶା ସମାଚାର)-  ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ କନକପୁର ପଞ୍ଚାୟତରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କନକପୁର ପଞ୍ଚାୟତ ପରିସର, ଝଙ୍କଡ ଶାରଳା ପୀଠ ସମେତ ବିଭିନ୍ନ ସ୍ଥାନରେ ସାଂସଦ ଡା.ମଲ୍ଲିକ ଯୋଗଦେଇ ଚାରାରୋପଣ କରିଥିଲେ । କନକପୁର ସରପଂଚ ନମିତା ରାଉଳ ଓ ଯୁବ ସମାଜସେବୀ ନୃସିଂହ ରାଉଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ପ୍ରୀୟଦର୍ଶିନୀ ବିଶ୍ୱାଳ, ଇଂ ଆଶୁତୋଷ ମଲ୍ଲିକ, ସମାଜସେବୀ ବିରଜାପ୍ରସନ୍ନ ପରିଜା, ନାଏବସରପଂଚ ବରଦା ପ୍ରସନ୍ନ ସାହୁ, ଦେବବ୍ରତ ମହାନ୍ତି, …

Read More »

ଜଳଶକ୍ତି ମିଶନ ପାଇଁ ୪ ନୋଡାଲ୍ ଅଫିସର

କେନ୍ଦ୍ରାପଡ଼ା, ୦୮/୦୮/୨୦୧୯(ଓଡ଼ିଶା ସମାଚାର) କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମକୁ ଓଡ଼ିଶାର କେନ୍ଦ୍ରାପଡା ଜିଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଉଥିବାରୁ ସେଥିପାଇଁ ଜିଲାର ୪ଟି ବ୍ଲକରେ ୪ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଏହି ଅଭିଯାନ ଜିଲା ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ରାଜକନିକା ଓ ରାଜନଗର ବ୍ଲକରେ କାର୍ଯ୍ୟକାରୀ କରାଯିବ । କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯିବା ପରେ କେନ୍ଦ୍ରାପଡା ଇକୋ କ୍ଲବର ୪ଜଣ ମାଷ୍ଟର ଟ୍ରେନରକୁ ଦାୟିତ୍ୱରେ ରଖାଯାଇଛି । …

Read More »