Thursday , December 1 2022
Breaking News

Recent Posts

ବିକେ ଶର୍ମାଙ୍କୁ ଅତିରିକ୍ତ ଭାବେ ଡ଼ିଜିପି ଦାୟିତ୍ୱ ମିଳିଲା

ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଅଗ୍ନିଶମ ସେବା ଡ଼ିଜି ବିଜୟ କୁମାର ଶର୍ମାଙ୍କୁ ନୂତନ ଦାୟିତ୍ୱ ମିଳିଛି । ରାଜ୍ୟ ପୋଲିସ ଡ଼ିଜି ଭାବେ ସେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ । ଏହା ଛଡ଼ା ହେଡ଼ ଅଫ ପୋଲିସ ଫୋର୍ସ ଭାବେ ଦାୟିତ୍ୱରେ ରହିବେ । ଲୋକାୟୁକ୍ତ ସଦସ୍ୟ ଭାବେ ଡ଼ିଜିପି ଡ଼ଃ ରାଜେନ୍ଦ୍ର କୁମାର ଶାର୍ମା ଙ୍କୁ ନିଯୁକ୍ତି ଦିଆଯିବା ପରେ ସେ ସ୍ୱେଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ତାହା ବର୍ତମାନ ସରକାରଙ୍କ ଦ୍ୱାରା …

Read More »

ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ପ୍ରକାଶ ପାଇଲା – ପାସ ହାର ୪୩.୬୩ ପ୍ରତିଶତ

ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୬ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧ ହଜାର ୪୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯାହାକି ପାସ ହାର ୪୩.୬୩ ପ୍ରତିଶତ ।  ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୋର୍ଡ଼ ସଭାପତି ଜାହାନ ଆରା ବେଗମ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ଜୁଲାଇ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ୧୨ ଟି ମୂଲ୍ୟାୟନ …

Read More »

ଜିଲ୍ଲାରେ କ୍ଷମତା ଏକ୍ସପ୍ରେସ ପରିକ୍ରମା ସମ୍ପର୍କରେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୦୭/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ନିୟମ ୨୦୧୬ ଅନୁଯାଇ ଆଉଟ ସୋର୍ସିଂ ବ୍ୟବସ୍ଥା ମାଧ୍ୟମରେ ଏକ ମୋବାଇଲ ରିହାବିଲିଟେସନ ଭେଇକିଲ “କ୍ଷମତା ଏକ୍ସପ୍ରେସ”ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଗୋଟିଏ କରି ପଂଚାୟତ ପରିଭ୍ରମଣ କରିବା ସହିତ ସେହି ପଂଚାୟତରେ ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମ ବ୍ୟକ୍ତି,ବରିଷ୍ଠ ନାଗରିକ,ବିଭିନ୍ନ ଘଟଣାର ପିଡିତା ମହିଳା,ଭିକାରୀ,ଅସହାୟା, ବିଧବା,ସ୍ୱାମୀ ପରିତ୍ୟକ୍ତା ମହିଳା,ଛାଡପତ୍ର ପାଇଥିବା ଏବଂ ଅଲଗା ରହୁଥିବା ମହିଳା ଓ ୩୦ବର୍ଷରୁ ଉଦ୍ଧ୍ୱର୍ ଅବିବାହିତା …

Read More »