Thursday , December 1 2022
Breaking News

Recent Posts

ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ରେହାନ ଗିରଫ

କେନ୍ଦ୍ରାପଡା ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସେକ ଅବଦୁଲ ରେହାନଙ୍କୁ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ସବ-ଇନିସପେକ୍ଟର ପ୍ରଦୀପ୍ତ କୁମାର କାନୁନଗୋ ଧରି ସଦର ଥାନା ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଖବର ରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ହଳଦିଡିହ ଗ୍ରାମର ସେକ ଅବଦୁଲ ଗୋଫ୍ରାନଙ୍କ ପୁଅ ସେକ ଅବଦୁଲ ରିହାନଙ୍କର ସେହି ଥାନା ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମରେ ରିହାନ ଆଇସ ପ୍ଲାଂଟ ନାମରେ(କଞ୍ଜ୍ୟୁମର ନଂ- ଆରଇଭି-୨୭୮)ଥିବା ଏକ ବରଫ କଳକୁ …

Read More »

ହୋଟେଲରେ କାମ କରୁଥିବା ୨ନାବାଳକ ଉଦ୍ଧାର

ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)-  ପରି-୩ କାର୍ଯ୍ୟକ୍ରମରେ ଆଜି ସାଲେପୁର ପୋଲିସ ସାଲେପୁରରେ ଥିବା ବିଭିନ୍ନ ହୋଟେଲମାନଙ୍କରେ ଚଢ଼ଉ କରି ୨ଜଣ ନାବାଳକକୁ ଉଦ୍ଧାର କରିବା ସହ ଶିଶୁସୁରକ୍ଷା ସମିତି, କଟକ ପଠାଇଥିବା ସାଲେପୁର ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ଏବେ ସମଗ୍ର ରାଜ୍ୟରେ ପରୀ-୩ କାର୍ଯ୍ୟକ୍ରମ ଚାଲିଥିବାବେଳେ ସାଲେପୁର ପୋଲିସ ଏହି କାର୍ଯ୍ୟକ୍ରମରେ ସାଲେପୁରରେ ଥିବା କୈବଲ୍ୟ ହୋଟେଲ ଓ ମାରିୟନ୍ ହୋଟେଲ ଉପରେ ଚଢ଼ଉ କରି ସେଠାରୁ କନ୍ଧମାଳ ଜିଲ୍ଲାର ୨ଜଣ  ନାବାଳକ …

Read More »

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବିକାଶ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗର ସ୍ୱତନ୍ତ୍ର ଯାଂଚ ଆରମ୍ଭ

ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହେବାନେଇ  ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଏହାନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଂଚ ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଡିଟର ଶିବଚରଣ ବେହେରା, ଅପୂର୍ବ କୁମାର ଶବର ଆଜି ପ୍ରଥମ ଦିନରେ କଲେଜରେ ପହଂଚି କଲେଜର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଂଟର ପାଶବୁକ ଯାଂଚ କରିଥିବା ଜଣାଯାଇଛି । ଯାଂଚ କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ମହାବିଦ୍ୟାଳୟର କେତେ ଅର୍ଥ ହରିଲୁଟ୍ …

Read More »