Saturday , December 3 2022
Breaking News

Recent Posts

ଲୋୟର ପିଏମଜି ରେ ନବନିର୍ମାଣ ଯୁବଛାତ୍ର ସମାବେଶ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ରାଜନୀତିରେ ଯୁବଛାତ୍ର ରାଜନୀତି ସୃଷ୍ଟି ହୋଇଥିବା ଶୂନ୍ୟତାକୁ ପୂରଣ କରିବାକୁ ନବନିର୍ମାଣ ଯୁବଛାତ୍ର ସଂଗଠନ ଉଦ୍ୟମ କରିଛି । ଆଜି ଅଗଷ୍ଟ ୯ରେ କ୍ରାନ୍ତି ଦିବସ ଅବସରରେ ସମାବେଶ ଆୟୋଜନ କରି ବେକାରୀ ସମସ୍ୟାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଆନ୍ଦୋଳନ ଗଢିତୋଳିବ ବୋଲି ନବ ନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଓ ନେତାମାନେ ଘୋଷଣା କରିଛନ୍ତି । ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ସଭାପତିତ୍ୱରେ ଆହୂତ ସମାବେଶରେ ଉଦ୍ବୋଧନ ଦେଇ ସଂଗଠନର …

Read More »

ଜଳସେଚନ ମନ୍ତ୍ରୀଙ୍କୁ ବିପ୍ଳବୀ କବି ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଗତ

କେନ୍ଦ୍ରାପଡା ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଓଡିଶାର ଜଳସେଚନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କେନ୍ଦ୍ରାପଡା ଗ୍ରସ୍ତ ଅବସରରେ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ମନ୍ତ୍ରୀ ଶ୍ରୀ ଦାସଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯିବା ସହିତ କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର,ମହାତ୍ମାଗାନ୍ଦିଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ର ତଥା ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ୱରଚିତ ପୁସ୍ତକ “ଦୁଃଖିନୀ କନିକା”ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର …

Read More »

ନାଉଗାଁ ପଂଚାୟତ ସମିତି ବୈଠକ

ନାଉଗାଁ, ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ନାଉଗାଁ ପଂଚାୟତ ସମିତି ବୈଠକ ଶୁକ୍ରବାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ସଭାପତିତ୍ୱ କରିଥିଲେ । ଏଥିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଲୋକସଭା ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ପଂଚାୟତ ସମିତି ସମେତ ପଂଚାୟତର ଉନ୍ନତି କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡିଥିଲେ । ଏହି ବୈଠକରେ ଉପସ୍ଥିତ ପଂଚାୟତର ପତିନିଧିମାନେ ନିଜ ନିଜ ପଂଚାୟତ ସମସ୍ୟା …

Read More »