Saturday , December 3 2022
Breaking News

Recent Posts

ପାରିବାରିକ କଳହର କରୁଣ ପରିଣତି : କୁରାଢ଼ୀରେ ହାଣି ସ୍ତ୍ରୀକୁ ହତ୍ୟା

ଭଦ୍ରକ, ୧୦/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟାକରିଥିବା ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି । ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ଗୁରୁବାର ରାତିରେ ହୋଇଥିବା ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ୱାମୀ ସଂଜୟ ମହାଲିକକୁ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ସଂଜୟ ପଞ୍ଜାବର ଏକ କପଡ଼ା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲା । ସେ୨ ଦିନ ପୂର୍ବରୁ ଘରକୁ ଆସିଥିଲା । ଗୁରୁବାର ରାତିରେ କୌଣସି ପାରିବାରିକ ସମସ୍ୟାକୁନେଉ ଉଭୟ ସ୍ୱାମୀ ଓ ସ୍ତ୍ରୀ ରଶ୍ମିତାଙ୍କ …

Read More »

୨୬ରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଜାତୀୟ କାର୍ଯ୍ୟକାରିଣି ବୈଠକ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଆଗାମୀ ସେପ୍ଟେମ୍ବର ୨୬, ୨୭, ୨୮ – ୨୦୧୯ରିଖରେ ଭୁବନେଶ୍ୱର ଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ଜାତୀୟ କାର୍ଯ୍ୟକାରୀଣି କମିଟି ଅନୁଷ୍ଠିତ ହେବ । ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନ୍.ଡି.ଏ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୪ ଟି ଲେବର କୋର୍ଡ ସଷ୍ଟେନେବେଲ ଡ଼େଭଲପମେଂଟ ଗୋଲ ହାସଲ କରିବା ପାଇଁ ଟ୍ରେଡୟୁନିଅନର ଭୂମିକା ଓ ଇଂଟରନ୍ୟାସନାଲ ଶ୍ରମିକ ସଂଗଠନ ଦ୍ୱାରା ମନୋନିତ କମିଶନଙ୍କ ଦ୍ୱାରା ରିପୋର୍ଟ ଶ୍ରମ ଓ ଶ୍ରମିକର ଭବିଷ୍ୟତ ସଂପର୍କରେ ଆଲୋଚନା ହେବ । ଏହି …

Read More »

କୋର୍ଟ ଭ୍ୟାନ ରୁ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍

ନୟାଗଡ଼,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତକୁ କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ପୋଲିସକୁ ଚକମା ଦେଖାଇ ସେ ଭ୍ୟାନରୁ ଡେଇଁ ଚମ୍ପଟ୍ ମାରିଛି । ଏପରି ଘଟଣା ଘଟିଛି ନୟାଗଡ ଼ଜିଲ୍ଲାରେ । ସମ୍ପୃକ୍ତ ଅଭିଯୁକ୍ତ ଏହାପୂର୍ବରୁ ଦୁଇଥର ଚମ୍ପଟ୍ ମାରି ପୋଲିସ ହାତରେ ଧରାପଡିଥିଲା । ଏହା ସତ୍ୱେ ତାକୁ କୋର୍ଟକୁ ନେବାବେଳେ ସତର୍କତା ଅବଲମ୍ବନ କରାଯାଇନଥିଲା । ଘଟଣାରୁ ପ୍ରକାଶ ଯେ, ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଅଭିଯୁକ୍ତ ତପନ …

Read More »