Saturday , December 3 2022
Breaking News

Recent Posts

ପ୍ରକାଶ ପାଇଲା ଚିଠା କୃଷିନୀତି – ୫ବର୍ଷ ଯାଏଁ କାଳିଆ ଯୋଜନା!

ଭୁବନେଶ୍ୱର , ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଲଗାତାର ପଂଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକଙ୍କ ଆୟକୁ ଗୁରୁତ୍ୱ ଦେବାରେ ତତ୍ପରତା ପ୍ରକାଶ କରିଛନ୍ତି । ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଚିଠା କୃଷିନୀତି ୨୦୧୯ ପ୍ରକାଶ ପାଇଛି । ଏଥିରେ ଫୋକସରେ ରହିଛି କାଳିଆ ଯୋଜନା । କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା କୃଷିନୀତି ପ୍ରକାଶ କରାଯାଇଛି । …

Read More »

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ୱତନ୍ତ୍ର ସଚିବ ଏସ୍.ଏନ୍. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି । ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ । ସେହିପରି ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ଜିଏ ଆଣ୍ଡ ପିଜିର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ସ୍ତରରେ ମଧ୍ୟ ମଧ୍ୟମ ଧରଣର ଅଦଳବଦଳ କରାଯାଇଛି । ମୁରଲୀଧର ମଲ୍ଲିକଙ୍କୁ …

Read More »

ପାରିବାରିକ କଳହର କରୁଣ ପରିଣତି : କୁରାଢ଼ୀରେ ହାଣି ସ୍ତ୍ରୀକୁ ହତ୍ୟା

ଭଦ୍ରକ, ୧୦/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟାକରିଥିବା ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି । ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ଗୁରୁବାର ରାତିରେ ହୋଇଥିବା ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ୱାମୀ ସଂଜୟ ମହାଲିକକୁ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ସଂଜୟ ପଞ୍ଜାବର ଏକ କପଡ଼ା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲା । ସେ୨ ଦିନ ପୂର୍ବରୁ ଘରକୁ ଆସିଥିଲା । ଗୁରୁବାର ରାତିରେ କୌଣସି ପାରିବାରିକ ସମସ୍ୟାକୁନେଉ ଉଭୟ ସ୍ୱାମୀ ଓ ସ୍ତ୍ରୀ ରଶ୍ମିତାଙ୍କ …

Read More »