Thursday , December 1 2022
Breaking News

Recent Posts

ଶିବରାଜଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ : ଶଶିଭୂଷଣ

ଭୁବନେଶ୍ୱର ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ଗସ୍ତରେ ଥିବା ସଭ୍ୟ ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରି ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଏହା ଓଙ୍ଗ଼ିଶାର ମତଦାତାଙ୍କ ପାଇଁ ଏକ ଅପମାନ ସଦୃଶ । ବିଜେଡ଼ି ଦଳ ଏକ ଆଂଚଳିକ ଦଳ ହୋଇଥିଲେ ମଧ୍ୟ ଏହାର ଜାତୀୟ ଆଭିମୁଖ୍ୟ ରହିଛି । ଦେଶର ସ୍ୱାର୍ଥକୁ ବିଚାରକୁ ନେଇ ବିଜେଡ଼ି କେନ୍ଦ୍ରକୁ ସମର୍ଥନ ଦେଇଛି ବୋଲି ଏକ ପ୍ରଶ୍ନରଉତର ଦେଇ ପୂର୍ବତନ ମନ୍ତ୍ରୀ ତଥା …

Read More »

କୋର୍ଟ ଭ୍ୟାନ୍ ରୁ ଡେଇଁ ବିଚାରାଧିନ କଏଦୀ ଚମ୍ପଟ ମାରିବା ଘଟଣା ରେ ୫ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୧୨/୦୮/୨୦୧୯(ଓଡ଼ିଶା ସମାଚାର)- କର୍ତବ୍ୟରେ ଅବହେଳା ପାଇଁ ୫ ଜଣପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥି ମଧ୍ୟରେ ଜଣେ ହାବିଲଦାର ଓ ୪ ଜଣ କନଷ୍ଟେବଳ ରହିଛନ୍ତି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ତପନ ରାଉତକୁ ଗତ୯ ତାରିଖ ଦିନ ପୋଲିସ ହେପାଜତରେ ଭାପୁର ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ନିଆଯାଉଥିବାବେଳେ ସେ କୋର୍ଟ ଭ୍ୟାନ୍ ରୁ ଡେଇଁ …

Read More »

ବନ୍ଧୁକ ଓ ଭୁଜାଲି ମୁନରେ ଚାରି ଜଣ ଶିକ୍ଷକଙ୍କ ଠାରୁ ଲୁଟ୍

କେନ୍ଦୁଝର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲାରେ ପୁଣି ବନ୍ଧୁକ ଓଭୁଜାଲି ମୁନରେ ଚାରିଜଣ ଶିକ୍ଷକଙ୍କଠାରୁ ମଟରସାଇକେଲ,ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି ୬ଜଣ ଦୁର୍ବୁତ । ଜିଲ୍ଲାର ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର-ବାଲିପୋଖରୀ ରାସ୍ତାମଧ୍ୟରେ ଲୁଟର ଶୀକାର ହୋଇଛନ୍ତି ଏହି ଚାରିଜଣ ଶିକ୍ଷକ । ବିଳବମ୍ବରେ ପ୍ରାପ୍ତ ଏକ ଖବର ଅନୁସାରେ ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷା ସହାୟକଥିବା ଚାରିଜଣ ଶିକ୍ଷକ ଶନିବାର ଦିନ ସ୍କୁଲ ଛୁଟି ପରେ ମୟୁରଭଂଜ ଜିଲ୍ଲା ନିଜ ନିଜ ଗ୍ରାମକୁ ଏକ ସାଙ୍ଗରେ ଯାଉଥିବା ସମୟରେ ସେମାନଙ୍କୁ …

Read More »