Thursday , December 1 2022
Breaking News

Recent Posts

ବ୍ୟବସାୟୀଙ୍କ ପ୍ରତି ବ୍ୟାଙ୍କ ସଦୟ ହେବା ଦରକାର: କେନ୍ଦ୍ର ଏମଏସଏମଇ ମନ୍ତ୍ରୀ

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମଏସଏମଇ) ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇ ବ୍ୟବସାୟୀଙ୍କ ପ୍ରତି ସଦୟ ହେବାକୁ କହିଛନ୍ତି । ଭୁବନେଶ୍ୱରର ଇଡକଲ ଅଡିଟୋରିୟମ୍ ଠାରେ ଓଡ଼ିଶା ଆସୋସିଏସନ୍ ଅଫ୍ ଏସଏମଇ (ଓସମି) ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ଏମଏସଏମଇ ମିଟ୍ ୨୦୧୯ରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।ସେ କହିଲେ, ରୋଜଗାର ଓ ନିଯୁକ୍ତି ସୃଷ୍ଟି କରିବାରେ ସରକାରଙ୍କ ଉଦ୍ୟମକୁ ବ୍ୟବସାୟ ଜଗତ ହାଲୁକା କରିଥାଏ …

Read More »

ଶିବରାଜଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ : ଶଶିଭୂଷଣ

ଭୁବନେଶ୍ୱର ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ଗସ୍ତରେ ଥିବା ସଭ୍ୟ ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରି ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଏହା ଓଙ୍ଗ଼ିଶାର ମତଦାତାଙ୍କ ପାଇଁ ଏକ ଅପମାନ ସଦୃଶ । ବିଜେଡ଼ି ଦଳ ଏକ ଆଂଚଳିକ ଦଳ ହୋଇଥିଲେ ମଧ୍ୟ ଏହାର ଜାତୀୟ ଆଭିମୁଖ୍ୟ ରହିଛି । ଦେଶର ସ୍ୱାର୍ଥକୁ ବିଚାରକୁ ନେଇ ବିଜେଡ଼ି କେନ୍ଦ୍ରକୁ ସମର୍ଥନ ଦେଇଛି ବୋଲି ଏକ ପ୍ରଶ୍ନରଉତର ଦେଇ ପୂର୍ବତନ ମନ୍ତ୍ରୀ ତଥା …

Read More »

କୋର୍ଟ ଭ୍ୟାନ୍ ରୁ ଡେଇଁ ବିଚାରାଧିନ କଏଦୀ ଚମ୍ପଟ ମାରିବା ଘଟଣା ରେ ୫ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୧୨/୦୮/୨୦୧୯(ଓଡ଼ିଶା ସମାଚାର)- କର୍ତବ୍ୟରେ ଅବହେଳା ପାଇଁ ୫ ଜଣପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥି ମଧ୍ୟରେ ଜଣେ ହାବିଲଦାର ଓ ୪ ଜଣ କନଷ୍ଟେବଳ ରହିଛନ୍ତି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ତପନ ରାଉତକୁ ଗତ୯ ତାରିଖ ଦିନ ପୋଲିସ ହେପାଜତରେ ଭାପୁର ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ନିଆଯାଉଥିବାବେଳେ ସେ କୋର୍ଟ ଭ୍ୟାନ୍ ରୁ ଡେଇଁ …

Read More »