Thursday , September 29 2022

Recent Posts

ବର୍ଷାପାଣିର ନିଷ୍କାସନ ବ୍ୟବସ୍ଥା ନଥିବାରୁ ସାଲେପୁର ସହର ବର୍ଷାଦିନେ ଉବୁଟୁବୁ ହେବା ନେଇ ଆଶଙ୍କା!

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ସାଲେପୁରରେ ଡ୍ରେନେଜ୍ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନଥିବାରୁ ବର୍ଷାଦିନେ ସାଲେପୁର ସହର ବର୍ଷା ପାଣିରେ ଉବୁଟୁବୁ ହେବାର ଆଶଙ୍କା ଉପୁଜିଛି । ଡ୍ରେନେଜ୍ ବିଭାଗ ପକ୍ଷରୁ ସାଲେପୁର କଂଟାସାହି ଠାରୁ ୟୁକୋ ବ୍ୟାଙ୍କ୍ ପର୍ଯ୍ୟନ୍ତ ଓ କଳାଗ୍ନୀ ଛକ ନିକଟରୁ ଫ୍ରେଣ୍ଡ୍ସ କଲୋନୀ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ମୁଖ୍ୟତଃ ସାଲେପୁର ବଜାରରେ ଡ୍ରେନେଜ୍ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇନାହିଁ । ଫଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ମୁଖ୍ୟ …

Read More »

ସାଲେପୁର କଲେଜର କଳାରେ ୯୨.୧୭ପ୍ରତିଶତ ଓ ବାଣିଜ୍ୟରେ ୯୧.୭୫ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ଶୁକ୍ରବାର +୨ କଳା ଓ ବାଣିଜ୍ୟର ଫଳ ପ୍ରକାଶ ପାଇବାପରେ ସାଲେପୁର ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳିଯାଇଛି । ସାଲେପୁର ମହାବିଦ୍ୟାଳୟର +୨ କଳାରେ ୯୨.୧୭ପ୍ରତିଶତ ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିଥିବାବେଳେ ବାଣିଜ୍ୟରେ ୯୧.୭୫ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି । ସେହିପରି +୨ କଳାରେ ସାଲେପୁର ମହାବିଦ୍ୟାଳୟର ୬୧ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ଦ୍ୱିତୀୟ ଶ୍ରେଣୀରେ ୫୨ଜଣ ଓ ତୃତୀୟ ଶ୍ରେଣୀରେ ୧୦୪ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ ୨୧ଜଣ ଅକୃତକାର୍ଯ୍ୟ ହୋଇଥିବା ଜଣାଯାଇଛି …

Read More »

ଦୁର୍ଘଟଣାରେ ଗୁରୁତର ଆହତ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ଗତକାଲି ରାତିରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଯୁବକର ଆଜି ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟ ୯.୩୦ମି. ସମୟରେ ସାଲେପୁର-ଜଗତପୁର ରାସ୍ତାର ମାଛୁଆତି ଦୁର୍ଗାଛକ ନିକଟରେ ଏକ ଅଟୋ ଧକ୍କାରେ ସାଲେପୁର ଥାନାରୋଡ୍ରେ ଭଡ଼ାରେ ରହୁଥିବା ଅମ୍ବୁଜ କୁମାର ଜେନାଙ୍କ ପୁତ୍ର …

Read More »