Thursday , December 1 2022
Breaking News

Recent Posts

ଅଢ଼ଙ୍ଗା ଭଗବାନପୁର ରାଧାରମଣ ହାଇସ୍କୁଲ ରେ ଭାରତରେ ଅବସ୍ଥାପିତ  ବୁରୁଣ୍ଡି ରାଷ୍ଟ୍ରଦୂତ  

ଗରଦପୁର,୧୨/୦୮/୨୦୧୯(ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ ଅଧିନସ୍ଥ ଭଗବାନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ରାଧାରମଣ ହାଇସ୍କୁଲକୁ  ଆଫ୍ରିକା ମହାଦେଶ ର  ବୁରୁଣ୍ଡି ରାଷ୍ଟ୍ରଦୂତ ଏମଏସ ଷ୍ଟିଲା ପରିଦର୍ଶନରେ ଆସିଥିଲେ । ହାଇସ୍କୁଲ ର ପୁରାତନ ଛାତ୍ର ସଂସଦ ସଭାପତି ଚାଟାର୍ଡ଼ ଆକାଉଂଟଟାଂଟ ସମିର ସାମଲଙ୍କ ଆମନ୍ତ୍ରଣ କମେ ସେ ଏହି ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ଜଣାଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ସାମଲ ଙ୍କ ନେତୃତ୍ୱରେ ବିଶ୍ୱରଂଜନ ସାମଲ, ସୁଜିତ କୁମାର ସାମନ୍ତରାୟ, ବିଜୟ କୁମାର ବେହେରା,  ବିମ୍ବାଧର ରାଉତ , ଦିଲିପ …

Read More »

ବ୍ଲକ ପାଚେରୀ କାନ୍ଥ ର ଚିତ୍ର କଳାକୃତି ଘାସ ବୁଦା ରେ ଅଣନିଶ୍ୱାସୀ

କପିଲାଭଟା, ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇ ଗାଁ ଠାରୁ ସହର ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୂଖରେ ସଫା ସୁତୁରା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ବ୍ଲକ ପାଚେରୀ କୁ ସୌନ୍ଦର୍ଯ୍ୟ ତଥା ଆକର୍ଷଣୀୟ କରିବା ପାଇଁ ଅଙ୍କାଯାଇଥିବା ବିଭିନ୍ନ କଳାକୃତି ଚିତ୍ର କୁ ଲଟାଗଦା,ଘାସବୁଦା ଢାଙ୍କିଦେଇଥିଲେ ମଧ୍ୟ ପ୍ରଶାସନର ନଜରରେ ପଡୁନାହିଁ ।ଗତ ବର୍ଷ ବ୍ଲକର ପୁରୁଣା ପାଚେରୀ କୁ ଭାଙ୍ଗି ନୂତନ ପାଚେରୀ ନିର୍ମାଣ କରାଯାଇଥିଲା । ପାଚେରୀ ନିର୍ମାଣ ପରେ ପାଚେରୀ କୁ …

Read More »

ପ୍ରତିଷ୍ଠା ଦିବସରେ ସେବା ପାଇଁ ଶପଥ

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ରୋଟାରି କ୍ଲବ ଭୁବନେଶ୍ୱର(ଆରସିବି) କ୍ୟାପିଟାଲ ପେସ୍ ଫାଉଣ୍ଡେସନ୍ ଇଂଟ୍ରାକ୍ଟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଇଂଟ୍ରାକ୍ଟର ଉପଦେଷ୍ଠା ତଥା ପେସ୍ ଫାଉଣ୍ଡେସନ ର ଅଧ୍ୟକ୍ଷ ପ୍ରସନ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂଟ୍ରାକ୍ଟର ସଭ୍ୟମାନେ ବିଭିନ୍ନ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରି କ୍ଲବର ଆଗାମୀ ବର୍ଷ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି, ସମ୍ମାନୀତ ଅତିଥି ଜିଲ୍ଲା ଇଂଟ୍ରାକ୍ଟର ଅଧ୍ୟକ୍ଷ ଧିରେନ୍ଦ୍ର କୁମାର …

Read More »