Thursday , December 1 2022
Breaking News

Recent Posts

ଜୈବିକ ପଦ୍ଧତିରେ ଚାଷ ପ୍ରଶିକ୍ଷଣ

କୋରାପୁଟ, ୧୩/୦୮/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଆଦିବାସୀଙ୍କୁ ଜୈବିକ ପଦ୍ଧତିରେ ଚାଷ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ସେମାନଙ୍କୁ ଆର୍ଥିକ ସଶକ୍ତ ହେବାରେ ସହାଯ୍ୟ କରାଯାଉଛି । ଚଳିତ ବର୍ଷ ଓଟିଏଲପି ପ୍ଲସ ଓ ସିୱାଇଏସଡି ସଂସ୍ଥା, କୋରାପୁଟ ସହାୟତାରେ ୧୦୮୮୦ କେଜି ଖମ୍ବଆଳୁ ଓ ଜୈବିକ ସାର ଉକ୍ତ ବ୍ଲକର କର୍ତାସ ଜାନିଗୁଡା ଗ୍ରାମର ୨୩ଜଣ ପରିବାରଙ୍କୁ ପ୍ରଦାନ କରାଯାଇଛି । ସହାୟତା ପାଇ ସେମାନେ ୧୦ ହେକ୍ଟର ଜମିରେ ଖମ୍ବଆଳୁ ଚାଷ କରିଛନ୍ତି । ତେବେ ଅନୁଷ୍ଠାନର ବିଶାରଦମାନେ ଦୈନିକ …

Read More »

ସିଆରପିଏଫ ୮ମ ବାଟାଲିୟନ କୋଠା ଉଦଘାଟିତ

ମୁନିଗୁଡ଼ା, ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଝିଲ୍ଲିଗୁଡାରେ କେନ୍ଦ୍ରୀୟ ସୁରକ୍ଷା ପୁଲିସ ବାହିନୀ ଅଷ୍ଟମ ବାଟାଲିୟନ ର ନିଜସ୍ୱ ପ୍ରଶାସନିକ କୋଠା ରେଞ୍ଜ ଡିଆଇଜି ଏସ.ଡି ପାଣ୍ଡେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପାରମ୍ପାରିକ ରୀତିନୀତି ଓ ପୂଜାର୍ଚ୍ଚନା ସହ ଶ୍ରୀ ପାଣ୍ଡେ ଏହାକୁ ଉଦଘାଟନ କରି ଦେଶର ସୁରକ୍ଷା ନିରାପତା ଓ ଅଭ୍ୟନ୍ତରୀଣ ଶାନ୍ତି ସଦଭାବନା ବଜାୟ ରଖିବାରେ ଯବାନଙ୍କ ନିଷ୍ଠାପର ସେବାର ସ୍ମୃତିଚାରଣ କରି ଉଦବୋଧନ ଦେଇଥିଲେ । ଅଷ୍ଟମ ବାଟାଲିୟନ କମାଣ୍ଡାଂଟ ଏନ.କେ ସିଂଙ୍କ ନେତୃତ୍ୱରେ ପରିଚାଳିତ ଉକ୍ତ ଉତ୍ସବାନୁଷ୍ଠାନରେ …

Read More »

ସୁନାବେଡାରେ ଇଦ-ଉଲ-ଜୁହା

  ସୁନାବେଡା,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ- ଜୁହା ସୁନାବେଡାରେ ପାରମ୍ପାରିକ ରିତିନୀତିରେ ପାଳିତ ହୋଇଯାଇଛି । ସୁନାବେଡା ଏରୋନଟିକ୍ସ ମୁସଲିମ କଲଚରାଲ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଟି-ଜୋନ ସ୍ଥିତ ଆରାଧନାସ୍ଥଳୀରେ ଆୟୋଜିତ ଇଦ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ମୁସଲମାନ ଭାଇମାନେ ଯୋଗ ଦେଇଥିଲେ । ଏହି ଅବସରରେ ହାଫିଜ ମହମ୍ମଦ ଇବ୍ରାହିମ ସ୍ୱତନ୍ତ୍ର ନମାଜ ପାଠ କରିବା ସହ ଉକ୍ତ ପବିତ୍ର ପର୍ବ ପାଳନ ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଦେଶରେ …

Read More »