Thursday , December 1 2022
Breaking News

Recent Posts

ବାଲେଶ୍ୱରରେ ପୁଣି ଟ୍ରିପଲ୍ ତଲାକ୍

ବାଲେଶ୍ୱର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲାର ସୋରରେ ବେଆଇନ ତିନି ତଲାକ ମାମଲା ଆସିଛିା ପଠାଣମହଲାର ରେସୋ ଖାତୁନ ନିଜ ସ୍ୱାମୀ ସହିମ ଖାଁ ସରିଅତଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ବାଲେଶ୍ୱର ଏସପି ବି ଯୁଗଳ କିଶୋର ଓ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । କାର୍ଯ୍ୟନୁଷ୍ଠାନ ପାଇଁ ସୋର ଆଇଆଇସିଙ୍କୁ ନିର୍ଦ୍ଦେଶ ହୋଇଛି । ସୂଚନା ଅନୁସାରେ ଆଗରପଡା ହରିପୁର ଗ୍ରାମର ନାସିରଲ ଖାଁଙ୍କ ଝିଅ ରେସୋକୁ ୪ ବର୍ଷ ପୂର୍ବରୁ ସୋର ମ୍ୟୁନିସିପାଲଟି ପଠାଣମହଲା …

Read More »

“କାଳିଆ’ ଯୋଜନା ଯାଗନ ଅବଧି ୨୭କୁ ବୃଦ୍ଧି

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଂଚ ଅବଧି ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଭବନଠାରେ “କାଳିଆ’ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ଏହି ଯାଂଚ ଅବଧିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରିବା ସହ ମନ୍ତ୍ରୀ ଡ. ସାହୁ କେହି ଜଣେ ବି ଯୋଗ୍ୟ ହିତାଧିକାରୀ …

Read More »

ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସକ୍ୟୁରି

କୋଣାର୍କ, ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମିବା ତଥା ସଂରକ୍ଷଣଜନିତ ବହୁବିଧ ସମସ୍ୟାର ତଦାରଖ ନିମନ୍ତେ ଓଡିଶା ହାଇକୋର୍ଟ ପକ୍ଷରୁ ଆମିକସ କ୍ୟୁରି ଭାବେ ନିଯୁକ୍ତ ବରିଷ୍ଟ ଆଇନଜୀବୀ ଏନ୍.କେ. ମହାନ୍ତି ସୋମବାର ଅପରାହ୍ନ ସାଢ଼େ ୪ ଟା ରେ କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ପରଖିଛନ୍ତି । ବର୍ଷା ସମୟରେ ମନ୍ଦିର ପରିସରରେ ପାଣି ଜମିରହିବା, ମନ୍ଦିରର ମୁଖ୍ୟ ଆକର୍ଷଣ ଜଗମୋହନର ଚାରିପଟେ ଘେରିଥିବା ଲୁହାପାଇପ ଭାରା, ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥରଖଣ୍ଡର ଅବକ୍ଷୟ ଆଦି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଥିବା ଆମିକସକ୍ୟୁରି …

Read More »