Thursday , December 1 2022
Breaking News

Recent Posts

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ ଉତ୍ସବ

ଭୁବନ ୧୪/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସଯୋଗଦେଇ ରାଷ୍ଟ୍ରଗଠନରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ । ନାରୀମାନେ ଶିକ୍ଷିତ ହେଲେ ଦେଶର ତଥା ସମାଜର ଉନ୍ନତି ହୋଇପାରିବ । ତେଣୁ ଉତମ ସୁଶିକ୍ଷା ଚରିତ୍ରଗଠନ କରିବା ସହିତ ଏକ ମଜବୁତ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥରଲେ । ନୂତନ ଶିକ୍ଷା ପଦ୍ଧତି …

Read More »

ପରମ୍ପରା ଭଙ୍ଗ ,ଜାତୀୟ ଦିବସ ପାଳନରୁ ଓହରିଲା ଏନ.ଏ.ସି ପ୍ରଶାସନ

   ମହାଲକ୍ଷ୍ମୀ ବଣିକ ସଂଘ ପାଳିବ ସ୍ୱାଧିନତା ଦିବସ  ଭୁବନ ୧୪/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)-୧୯୭୨ ମସିହାରେ ଭୁବନ ଏନ.ଏ.ସି ଗଠନ ହେବା ଦିନ ଠାରୁ ସ୍ଥାନୀୟ ନୂଆବଜାର (ବସଷ୍ଟାଣ୍ଡ) ଠାରେ ସ୍ୱାଧିନତା ଦିବସ ଓ ସାଧାରଣତନ୍ତ୍ର ଦିବସ ବେଶ ଜାକ ଜମକରେ ପାଳିତ ହୋଇଆସୁଥିଲା । ଏହି ଅବସରରେ  ଦେଶମାତୃକା ପାଇଁ ବଲିଦାନ ଦେଇଥିବା ଅମରସହିଦ ତଥା ମହାପୁରୁଷ ଙ୍କୁ ମନେପକାଇବା ସହିତ ଏନଏସିରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯାଉଥିବା  । …

Read More »

ଜଳ ସଂପଦ ମୁଖ୍ୟଯନ୍ତ୍ରୀଙ୍କ ମହାନଦୀ ବନ୍ୟାଂଚଳ ପରିଦର୍ଶନ

ନିଶ୍ଚିନ୍ତକୋଇଲି / ସାଲେପୁର ୧୪/୦୮/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) : ମହାନଦୀ ଓ ତାର ଶାଖାନଦୀ ଲୁଣା, କରାଣ୍ଡିଆ ଆଦିରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦୃଷ୍ଟିରୁ ଜଳ ସଂପଦ ବିଭାଗ , ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ , ଉପରୋକ୍ତ ଅଂଚଳ ଗ୍ରସ୍ତ କରି ବନ୍ଧ ବାଡ଼ର ଦୁର୍ବଳ ସ୍ଥାନ ଆଦି ପରିଦର୍ଶନ କରିବା ସହ ଜରୁରୀ କାଳୀନ ପରିସ୍ଥିତିରେ କିପରି ମୁକାବିଲା କରାଯିବ ଏଥିନେଇ ଆଲୋଚନା କରିବା ସହ ସମସ୍ତେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟଯନ୍ତ୍ରୀ ଇଂ ସାହୁ ସାଲେପୁର …

Read More »