Wednesday , September 28 2022
Breaking News

Recent Posts

ଏରାଗୋଲା ଗ୍ୟାଙ୍ଗର ୩ ଗିରଫ – ୧.୩୦ଲକ୍ଷ ଟଙ୍କା , ୨ବାଇକ, ମାଷ୍ଟର ଚାବି ଜବତ

ଜଗତସିଂହପୁର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)-ଏରସମା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରୁ ଗତ ୬ତାରିଖରେ ହୋଇଥିବା ଲୁଟ ଘଟଣାରେ ଜଗତସିଂହପୁର ପୁଲିସ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ଲକ୍ଷ ୩୦ହଜାର ଟଙ୍କା ଜବତ କରିଛି । ସେମାନେ ବ୍ୟବହାର କରିଥିବା ୨ଟି ବାଇକ, ୩ଟି ମୋବାଇଲ ଓ ଡିକି ଖୋଲିବାର ମାଷ୍ଟର ଚାବିକୁ ପୁଲିସ ଜବତ କରିଛି । ସେମାନେ ଆନ୍ତଃଜିଲା ଲୁଟିଆ ଗ୍ୟାଙ୍ଗ ଏରାଗୋଲାର ସଦସ୍ୟ ବୋଲି ପୁଲିସ କହିଛି । କୁଜଙ୍ଗ ଥାନା ବିଲପୋଖରିପଡା ଗ୍ରାମର ଗିରିଧାରୀ ସ୍ୱାଇଁଙ୍କ ପୁଅ …

Read More »

ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣସମ୍ପାଦକ ସେକ ଅବଦୁଲ୍ଲାଙ୍କ ନେତୃତ୍ୱରେ ପାଟକୁରାରେ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲାଙ୍କ ନେତୃତ୍ୱରେ ପାଟକୁରା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଡେରାବିଶ ବ୍ଲକ,ଗରଦପୁର ବ୍ଲକ ଓ ର ବିଭିନ୍ନ ପଂଚାୟତରେ ଥିବା ସଂଖ୍ୟାଲଘୁ ବସ୍ତି ଗୁଡିକରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କ ନିମନ୍ତେ ଯୋରଦାର ପ୍ରଚାର କରାଯିବା ସହିତ ପ୍ରତ୍ୟେକ ବସ୍ତିରେ ବୈଠକ କରାଯାଇ ଦଳର ସଂଗଠନକୁ ମଜଭୁତ କରାଯାଉଛି । ଏହି ବୈଠକ ଗୁଡିକରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ମୁନା …

Read More »

ବାରିମୂଳ ହେଲିପ୍ୟାଡରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏସପିଙ୍କ ର୍ଦୁବ୍ୟବହାର:  ଜିଲ୍ଲା ସାମ୍ବାଦିକ ସଙ୍ଘର ଦୃଢନିନ୍ଦା ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି

କେନ୍ଦ୍ରାପଡା,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ପ୍ରସାରଣ ନିମନ୍ତେ ସେଠାରେ ଉପସ୍ଥିତ ଥିବା ଜନୈକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ରାପଡା ଏସପି ନୀତି ଶେଖର ତଂଟିଆ ମାରିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିବା ସହିତ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ଗଣମାଧ୍ୟମ ପ୍ରତି ଏସପିଙ୍କ ଭଳି ଜଣେ ବରିଷ୍ଠ ପୋଲିସ …

Read More »