Friday , August 12 2022
Breaking News

Recent Posts

ସମ୍ବଲପୁର ଜିଲ୍ଲା ରେଡକ୍ରସ୍ ପୁରସ୍କୃତ

ସମ୍ବଲପୁର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟପାଳ ତଥା ରାଜ୍ୟ ରେଡ୍କ୍ରସ୍ ସମିତିର ଅଧ୍ୟକ୍ଷ ପ୍ରଫେସର ଗଣେଶୀଲାଲ ସମ୍ବଲପୁର ଜିଲ୍ଲା ରେଡ଼କ୍ରସ୍କୁ ପୁରସ୍କୃତ କରିଛନ୍ତି । ସମ୍ବଲପୁର ଜିଲ୍ଲା ରେଡ୍କ୍ରସ୍କୁ ସାମାଜିକ କାର୍ଯ୍ୟ ପାଇଁ ପ୍ରଥମ ଓ ପାଣ୍ଠି ସଂଗ୍ରହ ପାଇଁ ଦ୍ୱିତୀୟ ପୁରସ୍କାର ମିଳିଛି । ରାଜଭବନରେ ଅନୁଷ୍ଠିତ ରାଜ୍ୟ ରେଡ୍କ୍ରସ୍ର ବାର୍ଷିକ ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ରେଡ୍କ୍ରସ୍ ଅଧ୍ୟକ୍ଷ ଶୁଭମ୍ ସାକ୍ସେନାଙ୍କୁ …

Read More »

ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହେବାପରେ ଶନିବାର ବିଜେପିରେ ବିଧିବଦ୍ଧ ଭାବେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । ଶୁକ୍ରବାର ରାଜ୍ୟ ବିଜେପି ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବେଳେ ତାଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ମଧ୍ୟ …

Read More »

ଗଞ୍ଜେଇଭର୍ତିି ଟ୍ରକ୍ ଓ କାର୍ ଜବତ , ୪ ଗିରଫ

ମାଲକାନଗିରି, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଶନିବାର ପୃଥକ୍ ପୃଥକ୍ ଘଟଣାରେ ୧୦ କ୍ୱିଂଟାଲ ୬୨ କିଲୋଗ୍ରାମ ଗଞ୍ଜେଇ ସହ ଏକ ଟ୍ରକ ଓ କାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠୀଙ୍କ ନେତୃତ୍ୱରେ ପଦ୍ମଗିରିରୁ ଦିଲ୍ଲୀ ଯାଉଥିବା ଏକ ଟ୍ରକକୁ ସୀମାନ୍ତ ଛତିଶଗଡ଼ ଟିଟିବେରିଠାରେ ଅଟକାଇ ଯାଂଚ କଲାବେଳେ ସେଥିରେ …

Read More »