Thursday , December 1 2022
Breaking News

Recent Posts

ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ

ସାଲେପୁର,୧୬/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ତହସିଲ କାର୍ଯ୍ୟାଳୟ ଅଧିନ ମାଳଶାସନ ରାଜସ୍ୱ ନିରୀକ୍ଷକ ନିଜ କାର୍ଯ୍ୟାଳୟକୁ ଆସୁନଥିବା ଗୁରୁତର ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ୫ଟି ଯୋଜନା ମୁତାବକ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ନିଦ୍ଧେଶ ରହିଥିବା ବେଳେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଆଦେଶକୁ ଫୁ କରିଦେଇଛନ୍ତି । ଅଭିଯୋଗ ମୁତାବକ ମାଳଶାସନ ରାଜସ୍ୱ ନିରୀକ୍ଷକ ରତ୍ନାକର ଦେହୁରୀ କାର୍ଯ୍ୟାଳୟକୁ ଆସୁନଥିବାରୁ ଦୀର୍ଘଦିନ ଧରି ଶତାଧିକ ମ୍ୟୁଟେସନ୍ କେଶ୍ ପଡ଼ିରହିଛି । କେତେ ମ୍ୟୁଟେସନ୍ କେଶ୍ କାର୍ଯ୍ୟାଳୟରେ …

Read More »

ଏସବିଆଇ ପକ୍ଷରୁ ପିଓଏସ୍ ରେ ଡେବିଟ୍ କାର୍ଡ ଇଏମଆଇ ର ଶୁଭାରମ୍ଭ

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)-ଏହି ଉତ୍ସବ ଋଚ୍ଛୁରେ ଗ୍ରାହକମାନଙ୍କୁ ଆକର୍ଷଣୀୟ ଓ ସୁଲଭ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହା ପାଖରେ ଥିବା ଗ୍ରାହକଙ୍କ ପାଇଁ “ଡେବିଟ୍ କାର୍ଡ ଇଏମଆଇ” ସୁବିଧାର ଶୁଭାରମ୍ଭ କରାଯାଇଛି । ଏହି ସେବା ଅଧୀନରେ ଗ୍ରାହକମାନେ ୬ରୁ ୧୮ ମାସ ପର୍ଯ୍ୟନ୍ତର ଇଏମଆଇ ଅବଧି ବିକଳ୍ପ ଚୟନ କରିପାରିବେ । ସେମାନେ ୧୫୦୦ରୁ ଅଧିକ ସହରରେ ଥିବା ୪୦୦୦୦ରୁ ଅଧିକ ମର୍ଚାଂଟ୍ ଏବଂ ଷ୍ଟୋର ରେ ଥିବା …

Read More »

ତାଜା ରାଜନୈତିକ ଖବର : ବିଜେପି ଦଳରୁ ଦାମଙ୍କ ଇସ୍ତଫା

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ବରିଷ୍ଠ ରାଜନେତା ଦାମୋଦର ରାଉତ ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ସେ ତାଙ୍କର ଇସ୍ତଫା ପତ୍ର ବିଜେପି ଦଳର ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗତ କିଛି ଦିନ ହେଲା ତାଙ୍କୁ କୌଣସି ଦଳିୟ କାର୍ଯ୍ୟକ୍ରମରେ ସାମିଲ କରାନଯାଇ କଣଠେସା କରି ରଖାଯାଇଥିଲା । ସେଥିପାଇଁ ଗତକିଛି ଦିନ ହେଲା ସେ ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ବିଜେପୁର ନିର୍ବାଚନରେ ତାଙ୍କୁ ପ୍ରଚାର କାର୍ଯ୍ୟରେ …

Read More »