Thursday , December 1 2022
Breaking News

Recent Posts

ଜଗତସିଂହପୁର : ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୧୭୫ୟୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ଉପଲକ୍ଷେ ଜଗତସିଂହପୁର ବିଜେଡି ପକ୍ଷରୁ ସ୍ଥାନୀୟ ନିମାଇଁ ଭବନ(ଟାଉନ ହଲ ଠାରେ) ବୁଧବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲା ସଂଯୋଜକ ମଧୁସୂଦନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଉଦଘାଟନ କରିଥିଲେ । ଏହି ଶିବିରରେ ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ, ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ପୂର୍ବତନ …

Read More »

ଏଟିଏମରୁ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଗିରଫ

ପଟ୍ଟାମୁଣ୍ଡାଇ, ୧୭/୧୦/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମର ଜନୈକ ଯୁବକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଏଟିଏମକୁ ବ୍ୟବହାର କରି ଟଙ୍କା ଉଠାଇ ନେବା ଅଭିଯୋଗରେ ସମ୍ପୃକ୍ତ ଯୁବକ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏ ନେଇ କେନ୍ଦ୍ରାପଡା ଏସପି ନୀତିଶେଖର ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିରଂଜନ ବଳ ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କରେ ଝିଅ ବିଭାଘର ପାଇଁ …

Read More »

୩୦୦ ନର୍ସିଂହୋମରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଚାଲେଞ୍ଜ କରି ତରବରିଆ ଭାବେ ରାଜ୍ୟ ସରକାର ଆରମ୍ଭ କରିଥିବା ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ ଝଟକା ଲାଗିଛି । ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପୂର୍ବରୁ ସମ୍ମତି ପ୍ରକାଶ କରିଥିବା ୩୦୦ଟି ଘରୋଇ ନର୍ସିଂହୋମ ଏହି ଯୋଜନାରେ ଆଉ ରୋଗୀମାନଙ୍କୁ ସେବା ଦେବେ ନାହିଁ ବୋଲି ଜଣାଇଦେଇଛନ୍ତି । ଅଲ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଂଟ ଫୋରମ ପକ୍ଷରୁ ଏ ନେଇ ସୂଚନା …

Read More »