Thursday , December 1 2022
Breaking News

Recent Posts

ସଂକ୍ଷେପରେ ତାଜା ଖବର : ବେଆଇନ୍ ବାଣ କାରଖାନା ଉପରେ ପୋଲିସ୍ ର ରାତି ଅଧିଆ ଚଢ଼ାଉ , ୫୦ ଲକ୍ଷ ଟଙ୍କା ର ବାଣ  ଓ ବାଣ ତିଆରି ସାମଗ୍ରୀ ଜବତ- ୧୨ ଗିରଫ

କଟକ,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶାର ସିବାକାସି ଭାବେ ପରିଚିତ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ବେଆଇନ୍ ବାଣ କାରଖାନା ଉପରେ ଚଢ଼ାଉ କରିଥିଲା । ଏସିପି ମାନସ ରଂଜନ ଗଡ଼ନାୟକଙ୍କ ନେତୃତ୍ୱରେ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦ ଜଣ ଅଫିସର ତ୍ରିଲୋଚନପୁର ଓ ମହାଜନପୁର ଗ୍ରାମରେ ଥିବା ବେଆଇନ ବାଣ କାରାଖାନା ଉପରେ ଚଢ଼ାଉ କରିଥିଲେ । ବେଆଇନ ଭାବେ ଗଛିତ ଥିବା ବିପୁଳ ପରିମାଣର ବିଭିନ୍ନ ପ୍ରକାର ବାଣ ଓ ପଟାସିୟମ ନାଇଟ୍ରେଟ, ଲୁହାଗୁଣ୍ଡ ଓ …

Read More »

ସଂକ୍ଷେପରେ ତାଜା ଖବର : ପୂର୍ବ ଶତୃତାରୁ ଯୁବକଙ୍କୁ ଗଳି କରି ହତ୍ୟା କଲେ ଦୁର୍ବୃତ

କଟକ,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ବୈଦେଶ୍ୱର ଥାନା ଅନ୍ତର୍ଗତ ମଧୁଆପଲୀ ମଠ ନିକଟରେ ଏହି ଗୁଳିକାଣ୍ଡ ଘଟିଛି । ମୃତ ଯୁବକ ହେଉଛନ୍ତି ନୟାଗଡ଼ ଜିଲା ଫତେଗଡ଼ ଥାନା ଅନ୍ତର୍ଗତ ମଣିପୁର ଗାଁ ର ଅର୍ଜୁନ ବଳିଆରସିଂ । ପ୍ରାୟ ୭ ରୁ ୮ ଜଣ ଯୁବକ ବାଇକ୍ ରେ ତାଙ୍କୁ ନିଜ ଗାଁ ରୁ ଉଠାଇଆଣି ଘର ଠାରୁ ପ୍ରାୟ ୨ କିମି ଦୂର ମଧୁଆପଲୀ ମଠ …

Read More »

କଲେଜ କଲୋନୀ ପ୍ରାକଟିସିଂ ୟୁପି ସ୍କୁଲରେ ଅଭିଭାବକ ତାଲା ପକାଇଲେ

କେନ୍ଦ୍ରାପଡା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲରେ ଅଭିଭାବକମାନେ ତାଲା ପକାଇଦେଇଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲର ତିନୋଟି ଶ୍ରେଣୀ(୨ଟି ତଳମହଲା ଓ ଗୋଟିଏ ଉପର ମହଲାରେ)ଗୁହରେ ପୂର୍ବରୁ ୬ଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଚାଲୁଥିବା ବେଳେ ପ୍ରାୟ ୮ବର୍ଷ ହେବ ଉପର ମହଲା ଶ୍ରେଣୀ ଗୃହଟିକୁ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ଜୋରଜବରଦସ୍ତି ମିଟିଂ କରିବା ନିମନ୍ତେ ସ୍କୁଲରୁ ଚାବି ମାଗିନେଇ ସେହିଦିନ ଠାରୁ ମାଡି ବସିଛି …

Read More »