Thursday , December 1 2022
Breaking News

Recent Posts

ଜିଲ୍ଲାସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ଜଗତସିଂହପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଶନିବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅକ୍ଟୋବର ୨୯ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି କହିଲେ ଜଗତସିଂହପୁର ଏକ ଉପକୂଳବର୍ତୀ ଜିଲ୍ଲା ହୋଇଥିବାରୁ ସର୍ବଦା ବାତ୍ୟା ପ୍ରବଣ ହୋଇଥାଏ । ଜିଲ୍ଲାରେ ୧୯୯୯ ମହାବାତ୍ୟା, ଫାଇଲିନ୍, ତିତିଲି ଓ ଫନୀ ଭଳି ବାତ୍ୟା ଜିଲ୍ଲାବାସୀଙ୍କୁ ଅନେକ ଶିକ୍ଷା ଦେଇଛି । ବାତ୍ୟାକୁ …

Read More »

ରାଷ୍ଟ୍ରପତି ଙ୍କୁ ଭେଟିଲେ ଛାତ୍ର ନେତା ସୁଦୀପ୍ତ ପ୍ରକାଶ ପୃଷ୍ଟି

ଭୁବନେଶ୍ୱର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଆମ ଦେଶ ର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗ୍ରସ୍ତ ରେ ଥିବା ସମୟରେ  ବିଜୁ ଛାତ୍ର ଜନତା ଦଳ ର  ଭୁବନେଶ୍ୱର ଜୋନ୍ ସାଧାରଣ ସମ୍ପାଦକ ସୁଦୀପ୍ତ ପ୍ରକାଶ ପୃଷ୍ଟି ରାଜ ଭବନ ରେ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିବା ସମୟ ରେ ଓଡିଶା ଛାତ୍ର ସମାଜ ରେ କେନ୍ଦ୍ର ସରକାରଙ୍କ ଅବହେଳା ହେତୁ ଯେଉଁ ସମସ୍ୟା ଉପୁଜିଛି ତା ଉପରେ ରାଷ୍ଟ୍ରପତି …

Read More »

ଆଲୋକ ସାହୁ ସାଂସଦଙ୍କ କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ନିଯୁକ୍ତ

କେନ୍ଦ୍ରାପଡା ୧୯/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡା ବ୍ଲକ ନିମନ୍ତେ ପ୍ରତିନିଧି ନିଯୁକ୍ତ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁଙ୍କୁ ସାଂସଦ ଶ୍ରୀ ମହାନ୍ତି କେନ୍ଦ୍ରାପଡା ବ୍ଲକ ନିମନ୍ତେ ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିବାରୁ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି,  ଶ୍ରୀକାନ୍ତ ଦାସ,  ସିରାଜ ଖାଁ, ଲିୟାକତ ଅଲ୍ଲୀ ଖାନ, ମହମ୍ମଦ ନିଆଜ, ଭୂପେନ୍ଦ୍ର ପରିଡା, ବାସୁଦେବ ମଲ୍ଲିକ, ମୀନତୀ ପରିଡା, ବିଭୂ ପ୍ରସାଦ ଜେନା, ସରୋଜକାନ୍ତ …

Read More »