Thursday , December 1 2022
Breaking News

Recent Posts

ପାରାଦ୍ୱୀପ ବିଜୁଜନତା ଦଳପକ୍ଷରୁ ଲୋକସମ୍ପର୍କ ପଦଯାତ୍ରା

ପାରାଦ୍ୱୀପ ୧୯/୧୦/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବିଜୁଜନତା ଦଳପକ୍ଷରୁ ଲୋକସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନରେ ପାରାଦ୍ୱୀପ ପୌରପାଳିକା ଅନ୍ତର୍ଗତ ବିଜୟଚାନ୍ଦୁପର ଠାରୁ ବାଲିଝରା ସନ୍ତୋଷୀନଗର ପର୍ଯ୍ୟନ୍ତ   ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ଲୋକସମ୍ପର୍କ ପଦଯାତ୍ରାରେ ବିଜେଡି ରାଜ୍ୟସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ, ପାରାଦ୍ୱୀପ ପୌରପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ, ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ସୁମନ୍ତ ବିଶ୍ୱାଳ, ପାରିଷଦ ଶ୍ରୀ ମାନସ ବିଶ୍ୱାଳଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତା ଓ କର୍ମୀ ଯୋଗଦେଇଥିଲେ …

Read More »

ଅଗ୍ନି ବିପନ୍ନ ପରିବାରଙ୍କୁ  ସହାୟତାର ହାତ ବଢାଇଲା ଇଫକୋ

ପାରାଦ୍ୱୀପ ୧୯/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ପେଟଛେଲା ଗ୍ରାମର ଏକ ଅଗ୍ନି ବିପନ୍ନ ପରିବାରକୁ ପାରାଦ୍ୱୀପ ଇଫକୋ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଖବରରୁ ପ୍ରକାଶ ଗତ ବୁଧବାର ସକାଳେ ପେଟଛେଲା ଗ୍ର୍ରାମର ଜଣେ ଗରିବ ଦିନମଜୁରୀଆ  ସୁକୁମାର ଦେବନାଥ ସପରିବାର ବିଲକୁ ଚାଷ କାମ କରିବାକୁ ଯାଇଥିଲାବେଳେ ଘଡଘଡି ଓ ବିଜୁଳିରେ ତାଙ୍କର ଚାରିବଖରା  ଘର ଓ ସମସ୍ତ ଉପକରଣ ପୋଡି ନଷ୍ଟ ହୋଇଯାଇଥିଲା । ତେବେ ଇଫକୋ କର୍ତୃପକ୍ଷଙ୍କ ପାଖରେ ଏହି ଖବର ପହଂଚିିଲା ପରେ ବୁଧବାର …

Read More »

ଜିଲ୍ଲାସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ଜଗତସିଂହପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଶନିବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅକ୍ଟୋବର ୨୯ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି କହିଲେ ଜଗତସିଂହପୁର ଏକ ଉପକୂଳବର୍ତୀ ଜିଲ୍ଲା ହୋଇଥିବାରୁ ସର୍ବଦା ବାତ୍ୟା ପ୍ରବଣ ହୋଇଥାଏ । ଜିଲ୍ଲାରେ ୧୯୯୯ ମହାବାତ୍ୟା, ଫାଇଲିନ୍, ତିତିଲି ଓ ଫନୀ ଭଳି ବାତ୍ୟା ଜିଲ୍ଲାବାସୀଙ୍କୁ ଅନେକ ଶିକ୍ଷା ଦେଇଛି । ବାତ୍ୟାକୁ …

Read More »