Wednesday , September 28 2022
Breaking News

Recent Posts

କେନାଲରେ ବୁଡ଼ି ବୃଦ୍ଧ  ମୃତ

ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ୬ନଂ କେନାଲର କୁସମ୍ବୀ ନିକଟରେ ଜଣେ ବ୍ୟକ୍ତି କେନାଲ ପାଣିରେ କୌଣସି କାରଣରୁ  ଖସିପଡିବାରୁ କେନାଲ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।  ଖବରରୁ ପ୍ରକାଶ ଯେ ବରାଦୋ ଗ୍ରାମର ନିରଞ୍ଜନ ସାମଲ(୬୦) ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ରାଇସୁଙ୍ଗୁଡ଼ା ଅଂଚଳକୁ ଯାଉଥିବା ସମୟରେ କୁସମ୍ବୀ ଗ୍ରାମ ନିକଟରେ କୌଣସି କାରଣରୁ କେନାଲ ଭିତରକୁ ଖସିପଡିଥିଲେ । ପ୍ରତ୍ୟେକ୍ଷଦର୍ଶୀମାନେ ଖୋଜାଖୋଜି କରିବା ସହ ସାଲେପୁର ଦମକଳ ଗାଡ଼ିକୁ ଖବର ଦେଇଥିଲେ । ଦମକଳ ବାହିନୀର କର୍ମଚାରୀମାନେ କେନାଲ …

Read More »

ବାଲିଚନ୍ଦ୍ରପୁର ଅଂଚଳର ଅପହୃତା ନାବାଳିକା ସାଲେପୁରରୁ ଉଦ୍ଧାର

ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ଜଣେ ବିବାହିତା ଯୁବକ ଜଣେ ନାବାଳିକାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାକୁ ବିବାହ କରିବା କହି ସାଲେପୁର ଅଂଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତା’ର ବନ୍ଧୁ ଘରେ ରଖିଥିବାର ଖବର ପାଇ ଆଜି ସାଲେପୁର ପୋଲିସ ନାବାଳିକା ଓ ଅପହରଣକାରୀ ଯୁବକକୁ ଧରି ବାଲିଚନ୍ଦ୍ରପୁର ପୋଲିସ ଜିମା ଦେଇଥିବା ଘଟଣା ସାଲେପୁର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ପ୍ରକାଶ ଯେ ବାଲିଚନ୍ଦ୍ରପୁର ଥାନା ଅଂଚଳର ଜଣେ ବିବାହିତା ତଥା ଏକ ସନ୍ତାନର ଜନକ …

Read More »

ଗଣେଶ ପୂଜା ଚାନ୍ଦା ଆଦାୟ ବନ୍ଦ ପାଇଁ କମିଶନରେଟ୍ ପୋଲିସର ତନାଘନା

 ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲାର  ଗ୍ରାମାଂଚଳ ଥାନା ଓ କମିଶନରେଟ୍ ପୋଲିସ ଅଂଚଳରେ ଗଣେଶ ପୂଜା ପାଇଁ ବ୍ୟାପକ ପ୍ରସ୍ତୃତି ଚାଲିଥିବା ବେଳେ ବିଭିନ୍ନ କ୍ଲବ୍ ଓ ବ୍ୟକ୍ତିବିଶେଷ ଚାନ୍ଦା ଆଦାୟ କରୁଛନ୍ତି । ପ୍ରଶାସନ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବେଆଇନ୍ ଘୋଷଣା କରିଛନ୍ତି । ଆଜି ଜଗତପୁର ଥାନା ଅଧିନରେ ଥିବା କେତେକ ଜାଗାରେ ଚାନ୍ଦା ଆଦାୟ କରାଯାଉଥିବା ଜାଣି ଘଟଣା ସ୍ଥଳରେ ପହଂଚି ଚାନ୍ଦା ଆଦାୟରୁ ନିବୃତ ରହିବାକୁ ଚେତାବନି ଦେଇଛନ୍ତି । ଯଦି ପୁନର୍ବାର ଚାନ୍ଦା ଆଦାୟ …

Read More »