Thursday , December 1 2022
Breaking News

Recent Posts

କେନ୍ଦୁପାଟଣା ନିୟନ୍ତ୍ରୀତ ବଜାର କମିଟିରେ ଅଚଳାବସ୍ତା

୪ ମାସ ହେଲା କର୍ମଚାରୀ ପାଇନାହାନ୍ତି ଦରମା ନିଶ୍ଚିନ୍ତକୋଇଲି,୨୩/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): କଟକ-ଚାନ୍ଦବାଲି ମୁଖ୍ୟ ସଡ଼କ ପାଶ୍ୱର୍ରେ   ଅବସ୍ଥିତ କେନ୍ଦୁପାଟଣା ନିୟନ୍ତ୍ରୀତ ବଜାର କମିଟିରେ ଅଚଳାବସ୍ତା ସୃଷ୍ଟି ହେବା ସେଙ୍ଗ ସେଙ୍ଗ ଏହାର କାର୍ଯ୍ୟକାରୀତା ତଥା ଯେଉଁ ମୈାଳିକ ଲକ୍ଷ୍ୟ ନେଇ ଦୀର୍ଘ ଦିନ ହେବ ପ୍ରତିଷ୍ଠା ହୋଇ ତାହାର ବିଲୋପ ଘଟିଛି ବୋଲି ଚର୍ଚ୍ଚା ଯୋର ଧରିଛି । ଝୋଟ ଚାଷ ଓ ବ୍ୟବସାୟୀ ପେଣ୍ଠ ସ୍ଥଳ ଭାବେ ରାଜ୍ୟରେ ପ୍ରତିଷ୍ଠିତ ଏହି ସଂସ୍ଥାର ପୁରୁଣା କାର୍ଯ୍ୟାଳୟ କେନ୍ଦୁପାଟଣା ର ଚମ୍ପତି ପାଟଣା …

Read More »

ପାରାଦ୍ୱୀପରେ ସ୍ଥାୟୀ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ ଯୁବ ଇଂଜିନିୟର୍ସ ସଂଘର ସ୍ମାରକ ପତ୍ର ପ୍ରଦାନ

ପାରାଦ୍ୱୀପ,୨୩/୧୦/୨୦୧୯(ଓଡ଼ିଶା ସମାଚାର)-ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ସ୍ଥାୟୀ ନିୟନ୍ତ୍ରଣ ଦାବିରେ ପାରାଦ୍ୱୀପ ଯୁବ ଇଂଜନିୟର୍ସ ସଂଘ ପକ୍ଷରୁ ମଙ୍ଗଳବାର ଦିନ ଏକ ପ୍ରତିବାଦକ ସୂଚକ ମୌନ ପଦଯାତ୍ରା କରାଯାଇଥିଲା । ସଂଘର ସଭାପତି ଲକ୍ଷ୍ମୀ ପ୍ରସାଦ ବେହେରା, ଉପସଭାପତି ସମର୍ପଣ ଓଝା, ସାଧାରଣ ସଂପାଦକ ସରୋଜ କୁମାର ଦାସ ଓ ମଳୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ସଂଘର ସମସ୍ତ ସଦସ୍ୟ ଅଠରବାଙ୍କୀ ଛକ ଠାରୁ ଏହି ପଦଯାତ୍ରାରେ ସାମିଲ ହୋଇ ଗାନ୍ଧୀ ଛକ ଟିକଟସ୍ଥ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ …

Read More »

କଙ୍କଡା ଧରୁଥିବା ତିନି ଗିରଫ

ରାଜନଗର, ୨୩/୧୦/୨୦୧୯(ଓଡ଼ିଶା ସମାଚାର)- ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ କାଳିଭଞ୍ଜଡିଆରେ ବେଆଇନ ଭାବେ କଙ୍କଡା ଧରୁଥିବା ବେଳେ ବନବିଭାଗ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ ଓ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ସୁନିଲ ରଂଜନ ରାଉତରାୟ, କାଳିବଞ୍ଜଡିଆ ଫରେଷ୍ଟ ଗାର୍ଡ ସୁବାଷ ବେହେରା, କର୍ମଚାରୀ ଏସକେ ରଫିଦ୍ ପହଂଚି ବେଆଇନ ଭାବେ କଙ୍କଡା ଧରୁଥିବା ଭଦ୍ରକ ଜିଲା ବାଂଶଡା ଥାନା ଚଡଦିଆର ଜୟରାମ ମାଝି, ମାଧବ ମାଝି ଓ ବିଦ୍ୟାଧର ବାଗକୁ ଗିରଫ କରିଥିଲା …

Read More »