Thursday , December 1 2022
Breaking News

Recent Posts

ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି : ସିଆରଏମ ଟିମ୍

ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ରାଜ୍ୟ ସରକାର ଲୋକଙ୍କୁ ବିନା ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରୁଥିବା ୫-ଟି ଯୋଗୁଁ ଏହା ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନ ମିଶନ ମତ ଦେଇଛନ୍ତି । ଡାକ୍ତର ହିମାଂଶୁ ଭୂଷଣଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟି ଗତ ୧୭ ତାରିଖରୁ କନ୍ଧମାଳ ଓ ମୟୁରଭଞ୍ଜର ବିଭିନ୍ନ ଅଂଚଳ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ । ଗସ୍ତ ସମୟରେ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଅନୁଷ୍ଠାନର …

Read More »

ମହିଳା ଗୋଷ୍ଠିଙ୍କୁ ଋଣ ଯୋଗାଇବ ଓସାଫି

କେନ୍ଦ୍ରାପଡା ୨୩/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରିବା ସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଯେଉଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନେ ବ୍ୟାଙ୍କରୁ   ଋଣ ପାଇପାରି ନାହାନ୍ତି ସେମାନଙ୍କ ନିମନ୍ତେ ଓସାଫି ପକ୍ଷରୁ ଅଭିନବ ଉପାୟରେ ଋଣ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଓସାଫି ସମବାୟ ସଙ୍ଘ ପକ୍ଷରୁ ସେହିସବୁ ଗୋଷ୍ଠି ଗୁଡିକୁ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଓସାଫି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାଙ୍କରୁ  ଋଣ ପାଇନଥିବା ସ୍ୱୟଂ …

Read More »

କେନ୍ଦୁପାଟଣା ନିୟନ୍ତ୍ରୀତ ବଜାର କମିଟିରେ ଅଚଳାବସ୍ତା

୪ ମାସ ହେଲା କର୍ମଚାରୀ ପାଇନାହାନ୍ତି ଦରମା ନିଶ୍ଚିନ୍ତକୋଇଲି,୨୩/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): କଟକ-ଚାନ୍ଦବାଲି ମୁଖ୍ୟ ସଡ଼କ ପାଶ୍ୱର୍ରେ   ଅବସ୍ଥିତ କେନ୍ଦୁପାଟଣା ନିୟନ୍ତ୍ରୀତ ବଜାର କମିଟିରେ ଅଚଳାବସ୍ତା ସୃଷ୍ଟି ହେବା ସେଙ୍ଗ ସେଙ୍ଗ ଏହାର କାର୍ଯ୍ୟକାରୀତା ତଥା ଯେଉଁ ମୈାଳିକ ଲକ୍ଷ୍ୟ ନେଇ ଦୀର୍ଘ ଦିନ ହେବ ପ୍ରତିଷ୍ଠା ହୋଇ ତାହାର ବିଲୋପ ଘଟିଛି ବୋଲି ଚର୍ଚ୍ଚା ଯୋର ଧରିଛି । ଝୋଟ ଚାଷ ଓ ବ୍ୟବସାୟୀ ପେଣ୍ଠ ସ୍ଥଳ ଭାବେ ରାଜ୍ୟରେ ପ୍ରତିଷ୍ଠିତ ଏହି ସଂସ୍ଥାର ପୁରୁଣା କାର୍ଯ୍ୟାଳୟ କେନ୍ଦୁପାଟଣା ର ଚମ୍ପତି ପାଟଣା …

Read More »