Thursday , August 18 2022
Breaking News

Recent Posts

ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର କର୍ମୀ ସମ୍ମିଳନୀ

ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ଅଧିକରୁ ଅଧିକ ଓଡ଼ିଶାବାସୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ୍ କରିବା, କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଏବଂ ପଂଚାୟତ ପ୍ରତିିନିଧି ଯଥା : ବର୍ତମାନ ଏବଂ ପୂର୍ବତନ ୱାର୍ଡ଼ମେମ୍ବର, ନାଏବ ସରପଂଚ, ସରପଂଚ, ପଂଚାୟତ ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷା, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ଉପଯୁକ୍ତ ଦରମା, …

Read More »

ସାରଥି ବାବା ଆଲିଆସ ସନ୍ତୋଷ ରାଉଳ ଙ୍କୁ ସର୍ତ ମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ଆତ୍ମ ଘୋଷିତ ଭଗବାନ ସାରଥି ବାବା ଆଲିଆସ ସନ୍ତୋଷ ରାଉଳ ଙ୍କୁ ହାଇକୋର୍ଟ ସର୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥି ଆଶ୍ରମର ଅନ୍ତେବାସୀ ମା ଓ ଝିଅ ଙ୍କ ପକ୍ଷରୁ ଚାଲିଥିବା ମାମଲାରେ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଆତ୍ମଘୋଷିତ ଭଗବାନ ସାରଥି ଆଲିଆସ ସନ୍ତୋଷ ରାଉଳ …

Read More »

ପୁଣି ମାଓବାଦୀ ଘରୁ ଡ଼ାକି ନେଇ ହତ୍ୟା କଲେ

କଳାହାଣ୍ଡି, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ମାଓବାଦୀମାନେ ଜଣେ ନାଏବ ସରପଂଚ ରାଜେନ୍ଦ୍ର ସାହୁଙ୍କୁ ଦିନ ଦିପ୍ରହରେ ପରିବା ଦୋକାନରେ ଗୁଳିକରି ହତ୍ୟା କରିଥିବାବେଳେ ଘରୁ ଡ଼ାକିନେଇ ଆଉ ଜଣଙ୍କୁ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ଲାଂଜିଗଡ଼ ଥାନା ଓ ଲାଂଜିଗଡ଼ ପଂଚାୟତ ଅନ୍ତର୍ଗତ ବିଶ୍ୱନାଥପୁର / ବାବୁପଦର ର ଭୀମ ଦୋରା । ସେ ଘରେ ଥିବାବେଳେ ତାଙ୍କୁ ଘରୁ ଡ଼ାକି ନେଇଥିଲେ ମାଓବାଦୀମାନେ । …

Read More »