Thursday , December 1 2022
Breaking News

Recent Posts

ଭଗବତୀ ଚରଣ ପାଣିଗ୍ରାହୀ ସ୍ମୃତି ସମାରୋହ : ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିଙ୍କ ବିରୁଦ୍ଧରେ ସମସ୍ତ ଶକ୍ତି ଐକ୍ୟବଦ୍ଧ ହୁଅ

ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶାରେ କମୁ୍ୟନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ତଥା ଓଡ଼ିଆ ସାହିତ୍ୟରେ ମାର୍କ୍ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତକ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୬ ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଗତକାଲି ସନ୍ଧ୍ୟାରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶ୍ରମିକ ନେତା ଡ. ସୌରୀବଂଧୁ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଓ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଧାୟକ ଶଶୀଭୂଷଣ ବେହେରା …

Read More »

କେନ୍ଦ୍ରାପଡ଼ା କେନାଲରେ ଦୁଇ ମାସ ମଧ୍ୟରେ ୧୦ ରୁ ଉଦ୍ଧ୍ୱର୍ ଧର ଘଳିଆ – ସାଲେପୁର ଜଳ ସଂପଦ ବିଭାଗ ବେଫିକର

ସାଲେପୁର,୨୪/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) :କୃଷି ଓ କୃଷକର ଉନ୍ନତି ପାଇଁ ଜଳ ସଂପଦ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସାଲେପୁର ଜଳ ସଂପଦ ବିଭାଗ ସେଥିପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି ।  ବାରବୋଡ଼ିଆ ଲକ୍ ଠାରୁ କେନ୍ଦୁପାଟଣା ପର୍ଯ୍ୟନ୍ତ ଏହି କେନାଲରେ ଥରେ ଘଶି ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧର୍ ଥର ଘଳିଆ ପଡ଼ିଛି । ଆଜି ବଟେଶ୍ୱର ଠାରେ ଏହି କେନାଲରେ ଏକ ବିରାଟ ଘଳିଆ ପଡ଼ିବାରୁ ଚାଷୀମାନଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଥିଲା । ବର୍ତମାନ …

Read More »

ଅଢ଼େଇ ମାସ ଶିଶୁ କନ୍ୟାର ଅସ୍ୱାଭାବିକ ମୁଣ୍ଡ ବୃଦ୍ଧି  – ଅର୍ଥାଭାବରୁ ହୋଇ ପାରୁନି ଶିଶୁ କନ୍ୟାର ଚିକିତ୍ସା

ସାଲେପୁର,୨୪/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ରାଜ୍ୟ ସରକାର ଗ୍ରାମାଂଚଳରେ  ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବ୍ୟାପକ ବ୍ୟୟ ଅଟକଳରେ ମାଳମାଳ ଯୋଜନା କରୁଛନ୍ତି । ମାତ୍ର ତାହା ଠିକ୍ ଭାବେ ଗ୍ରାମାଂଚଳର ଗରିବ ଜନସାଧାରଣଙ୍କ ପାଖରେ ପହଂଚି ପାରୁନଥିବାରୁ ସେମାନେ ରୋଗ ଜର୍ଜରିତ ହୋଇ ଚିକିତ୍ସା ପାଇପାରୁ ନାହାନ୍ତି । ଫଳରେ ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣ ସ୍ୱାସ୍ଥ୍ୟସେବାରେ ଏକ ବଂଚିତ ହେଉଥିବା ବେଳେ ମହିଳା ଓ ଶିଶୁମାନେ ଆବଶ୍ୟକ ମୁତାବକ ଯଥା ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି । କଟକ …

Read More »