Thursday , December 1 2022
Breaking News

Recent Posts

ପୌରାଂଚଳ ସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଅନୁଷ୍ଠିତ

କେନ୍ଦ୍ରାପଡା , ୨୪/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ  ଅନ୍ତର୍ଗତ କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକବିଦ୍ୟାଳୟ  କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଜଇପୁରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ବଳଦେବ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହେମନ୍ତ କୁମାର  ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ହେଉଛି ଏହି ସୁରଭି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବୋଲି ମତବ୍ୟକ୍ତ  କରିଥିଲେ । ସହକାରୀ …

Read More »

ଲଘୁଚାପ ବର୍ଷାରେ ସମଗ୍ର କେନ୍ଦ୍ରାପଡା ଜଳାର୍ଣ୍ଣବ – ବହୁ ବସ୍ତି ପାଣିଘେରରେ

କେନ୍ଦ୍ରାପଡା, ୨୪/୧୦/୨୦୧୯(ଓଡ଼ିଶା ସମାଚାର)-ଲଘୁଚାପ ବର୍ଷର୍ାରେ ସମଗ୍ର କେନ୍ଦ୍ରାପଡା ସହର ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି  । ସହର ତଳିଆ ବସ୍ତି ଅଂଚଳରେ ପାଣି ପଶିଯିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ଦୁଇଦିନ ଧରି ଲାଗି ରହିଥିବା  ବର୍ଷା ଯୋଗୁ ସହରର କନିଆଜୋର, ଦିଲାରପୁର, ଆମ୍ବାଡି ମୁସଲମାନ୍ ବସ୍ତି, ଇଦ୍ଗା ମହଲା, ମନକରପୁର, ଜଇପୁରା, ବଣିଆମାଳ, ତିନିମୁହାଣୀ, କଜଳା, ତହସିଲ୍ ଅଫିସ ନିକଟ ଅଚଂଳ, ତିନିମୁହାଣୀ ଫାଣ୍ଡି, ଗରାପୁର ନିକଟରେ ଥିବା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପାଶ୍ୱର୍  ପ୍ରଭୃତି ଅଚଂଳ …

Read More »

କେନ୍ଦ୍ରାପଡାରେ ଥାଲାସେମିଆ ହିମୋଫିଲିଆ ଓ ସିକିଲ ସେଲ ଭୋଗକରୁଥିବା ଭିନ୍ନକ୍ଷମଙ୍କ ପାଇଁ ଚିହ୍ନଟ ଓ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, ୨୪/୧୦/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ପୈାର ଟାଉନହଲ ପରିସରରେ ଥାଲାସେମିଆ, ହିମୋଫିଲିଆ ଓ ସିକିଲ ସେଲ ଭୋଗ କରୁଥିବା ଭିନ୍ନକ୍ଷମମାନଙ୍କ ନିମନ୍ତେ ଚିହ୍ନଟ  ଓ ସଚେତନତା ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏକ ଥାଲାସେମିଆ ପିଡିତ ଶିଶୁ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବର୍ମା ପିଡିତ …

Read More »