Thursday , December 1 2022
Breaking News

Recent Posts

ପ୍ରବଳ ବର୍ଷାରେ ଏକ ଦଳିତ ପରିବାରର ଘର ଭାଙ୍ଗିିବାକୁ ପୋଲିସ ଓ ପ୍ରଶାସନର ଉଦ୍ୟମ ଅଭିଯୋଗ

କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପ୍ରବଳ ବର୍ଷାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଏକ ଦଳିତ ପରିବାରର ଘର ଭାଙ୍ଗିବାକୁ ଉଦ୍ୟମ କରାଯାଇଥିବା ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ସଂପୃକ୍ତ ପିଡିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଡମୂଳବସନ୍ତ ପଂଚାୟତର ପୋହଳ ଗ୍ରାମର ସୂର୍ଗତ ରାମଚନ୍ଦ୍ର ମଳିକଙ୍କ ପୁଅ ୨ବୃଦ୍ଧ ଅଚୁ୍ୟତାନନ୍ଦ ମଳିକ ଓ ପ୍ରହଲ୍ଲାଦ ମଳିକଙ୍କ ଘରକୁ ଭାଙ୍ଗିଦେବା ପାଇଁ ଗୁରୁବାର ପ୍ରବଳ ବର୍ଷା ସତ୍ୱେ ପଟ୍ଟାମୁଣ୍ଡାଇ ତହସିଲଦାର ପୋଲିସ ଫୋର୍ସ ଓ ଡ୍ରୋଜର ସହିତ …

Read More »

 କାଳୀ ପୂଜା ପାଇଁ ପ୍ରସ୍ତୁତି  ଜୋରଦାର  

ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ଠାରେ ଦୀର୍ଘ ବର୍ଷରୁ ପାରମ୍ପାରିକ ଭବରେ ମା’ ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ପୂଜା  ମା’ ଶ୍ୟାମା କାଳୀ ପୂଜା ଉତ୍ସବ ପାଇଁ ଆୟୋଜକମାନେ ପ୍ରସ୍ତୁତି ଚଳାଇଥିବାବେଳେ, ହଠାତ୍ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପୂଜା ପାଇଁ ପ୍ରସ୍ତୁତିରେ କିଛିଟା ପ୍ରଭାବ ପକାଇଥିଲା । ଆଜି ପାଗରେ ସାମାନ୍ୟ ପରିବର୍ତନ ହୋଇଥିବାରୁ ଆୟୋଜକମାନେ ପୂଜା ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର ଭାବରେ ଆଗେଇ ନେଇଥିବାର ଦେଖିବାକୁ ମିଳିଛି । …

Read More »

ଜନ ନିଷ୍କାସନରେ ସମସ୍ୟା, ରାସ୍ତା ଉପରେ ପାଣି  

ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ଗତ ତିନି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଟକୁରା ଅଂଚଳର ଅନେକ ସ୍ଥାନରେ ବର୍ଷା ପାଣି ଭରି ରହିଛି । ଏହି ଲଗାଣ ବର୍ଷା ଫଳରେ କେତେକ ସ୍ଥାନରେ ଗ୍ରାମ୍ୟ ରାସ୍ତା ବୁଡି ପାଣି ଚାଲୁଥିବାର ଦେଖାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମର ନୂଆପଡା ବଜାର ଠାରୁ ନୂଆପଡା ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୩ଶହ ମିଟରର ଢଳେଇ ରାସ୍ତା ବର୍ଷା ପାଣିରେ ବୁଡି ରହିଛି । ଏହି ଢଳେଇ ରାସ୍ତାର …

Read More »