Tuesday , September 27 2022
Breaking News

Recent Posts

ସଂକ୍ଷେପରେ ତାଜା ଖବର : ପଳାଶୁଣି ଫ୍ଲାଇ ଓଭର ଦବିବା ସୂଚନା

ଭୁବନେଶ୍ୱର,୨୫/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀ ଉପକଂଠ ପଳାଶୁଣି ଠାରେ ଫ୍ଲାଇ ଓଭର ଦବିଥିବା ସୂଚନା ମିଳିଛି । ଫ୍ଲାଇ ଓଭର ରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ନ୍ୟାସନାଲ ହାଇୱେ ଅଟରିଟି ଅଧିକାରୀ ଓ ପୋଲିସ୍ ପହଂଚି ହନୁଧ୍ୟାନ କରୁଛନ୍ତି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ତାଜା ଖବର : ଅଟୋ ଭିତରେ ଫୁଟିଲା ବୋମା – ଚାଳକ ଗୁରୁତର ଆହତ

ଭୁବନେଶ୍ୱର , ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀରେ ଫୁଟିଲା ବୋମା । ତାହା ପୁଣି ଅଟୋ ଭିତରେ । ଅଟୋ ଚାଳକ ଜି ଗୋବିନ୍ଦ ରାଓ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ରବି ଟକିଜ ଛକ ନିକଟ ବିଜେବି ନଗର – ଟଙ୍କପାଣି ରୋଡ଼ ରେ ଏହି ଘଟଣା ଘଟିଛି । ତେବେ କେମିତି ଏହି ବୋମା ଫୁଟିଲା ତାହା ସଠିକ ଭାବେ ଜଣାପଡ଼ିନାହିଁ । ବଡ଼ଗଡ଼ …

Read More »

ସଂକ୍ଷେପରେ ତାଜା ଖବର : ବିଜୁଳି ନେଲା ୩ ଜୀବନ

ମାହାଙ୍ଗା, ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ବଜ୍ରପାତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି । ରାଜ୍ୟର ୬ ଟି ସ୍ଥାନରେ ଲାଇଟିନିଙ୍ଗ ସେନସର ଲଗାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସତର୍କ କରାଯାଇଛି । ଲୋକଙ୍କ ପାଖକୁ ମଧ୍ୟ ଏସଏମଏସ ପଠାଯାଇ ସତର୍କ କରାଯାଉଛି ହେଲେ ରାଜ୍ୟରେ ବଜ୍ରପାତ ମୃତ୍ୟୁ ସଂଖ୍ୟା କମିବା ପରିବର୍ତେ ବଢ଼ି ବଢ଼ି ଚାଲିଛି । ଏହାର ଏକମାତ୍ର କାରଣ ଲୋକମାନେ ସଚେତନ ହେଉନାହାନ୍ତି । ଟିଭି ମାଧ୍ୟମରେ ଓ ଏସଏମଏସ ମାଧ୍ୟମରେ ସତର୍କ କରାଯାଉଛି …

Read More »