Wednesday , September 28 2022
Breaking News

Recent Posts

ସମୟାନୁବର୍ତିତା ସଫଳତାର ଚାବିକାଠି – ଜିଲ୍ଲାପାଳ

ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ୨୩ତମ ବାର୍ଷିକ ଉତ୍ସବ କେନ୍ଦ୍ରାପଡା ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଶିକ୍ଷକମାନେ ସମୟାନୁବର୍ତିତା ପାଳନକଲେ ଶିକ୍ଷାର ସ୍ତର ସଫଳତାର ଶୀର୍ଷରେ ପହିଁଚି ପାରିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି । ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ (ୟୁଟିଆ)ପକ୍ଷରୁ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଆୟୋଜିତ ୨୩ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ବର୍ମା ଉସôବକୁ ଉଦଘାଟନ …

Read More »

ସହଯୋଗ ତରଫରୁ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ବଂଟନ

ନିରାକାରପୁର, ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ପକ୍ଷରୁ ଆଜି ଅଂଚଳରେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଓ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ବଂଟନ କରାଯାଇଥିବାବେଳେ ସ୍ଥାନୀୟ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରାମର ଅନ୍ତେବାସୀମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ସମାଜସେବୀ ଦାଶରଥୀ ବିଶୋଇ ଓ ଶିକ୍ଷାବିତ, ସାହିତ୍ୟିକ ଡ଼ ପୂର୍ଣ୍ଣଚନ୍ଦ୍ର ଦାଶ, ଶିକ୍ଷାବିତ ଯୁଧୀଷ୍ଠୀର ଜଗଦ୍ଧେବ ଯୋଗଦେଇ ଖାଦ୍ୟପୁଡ଼ିଆ ଅନ୍ତେବାସୀର ୨୩ଜଣ ବୃଦ୍ଧବୃଦ୍ଧାମାନଙ୍କୁ ପ୍ରଦାନ କରିବା ସହ ସମାଜର ଅବହେଳିତ ବ୍ୟକ୍ତିମାନଙ୍କୁ ସହଯୋଗ କରିବା ପାଇଁ ଯେଉଁ ପ୍ରୟାସ …

Read More »

‘ପାଠାଗାର’ ଦ୍ୱାରା ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୫/୦୮/୨୦୧୯(ଓଡ଼ିଶା ସମାଚାର)-: ପାଠାଗାର, ୟୁନିଟ୍-୯ ଦ୍ୱାରା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ର ସହାୟତାରେ କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୩, ୟୁନିଟ୍-୯ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଏବଂ ହିନ୍ଦି ସ୍କୁଲ ପ୍ରାଙ୍ଗଣରେ ଏକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଶୀତାଂଶୁ କୁମାର ରାଉତ ଶୁଭାରମ୍ଭ କରି ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପୋଲିସ କମିଶନର ଜୋନ୍-୧ …

Read More »