Thursday , August 18 2022
Breaking News

Recent Posts

ଖୁବଶୀଘ୍ର ଟୁରିଷ୍ଟ ପୁଲିସ – ୮ ଟୁରିଷ୍ଟ ଥାନାରେ ରହିବେ ୭୨ କର୍ମଚାରୀ

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଆରମ୍ଭ ହେବ ଟୁରିଷ୍ଟ ପୁଲସ ସେବା । ରାଜ୍ୟରେ ଥିବା ୮ଟି ଟୁରିଷ୍ଟ ପୁଲିସ ଷ୍ଟେସନର ୭୨ ଜଣ ପୁଲିସ କର୍ମଚାରୀଙ୍କୁ ଏଥିପାଇଁ ସୋମବାର ଠାରୁ ଟ୍ରେନିଂ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆସନ୍ତା ୨ ସପ୍ତାହଧରି ପର୍ଯ୍ୟାୟକ୍ରମେ ଚାଲିବ । ପୁଲିସ କର୍ମଚାରୀମାନେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କର …

Read More »

ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ସନ୍ଦେହ – ନବବଧୂକୁ ତଂଟି କାଟି ହତ୍ୟା

ଯାଜପୁର, ୨୩/୦୭/୨୦୧୯(ଓଡ଼ିଶା ସମାଚାର)- ସ୍ୱାମୀର ପରକୀୟ ପ୍ରୀତିକୁ ଧରାଇଦେବାରୁ ଶେଷରେ ଜୀବନ ଦେବାକୁ ପଡ଼ିଛି । ଏଭଳି ଘଟଣା ଘଟିଛି ଯାଜପୁୂର ଜିଲ୍ଲାରେ । ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୁଣ୍ଡୁରିପଡ଼ା ଗ୍ରାମର ବିଲସାହି ଠାରେ ଗତ ରବିବାର ରାତିରେ ରୀତା ଦଳାଇ (୨୭) ନାମ୍ନୀ ଜଣେ ନବବଧୂଙ୍କୁ ତଂଟିକାଟି ହତ୍ୟା କରାଯାଇଛି । ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଧରାପକାଇଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି …

Read More »

ଆଦର୍ଶ ଶିକ୍ଷକ ମିର୍ଜା ହମିଦ ବେଗ ଙ୍କ ପରଲୋକ

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ସ୍ଥାନୀୟ ମହାରଥା ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମିର୍ଜା ହମିଦ ବେଗଙ୍କ ଆଜି ତାଙ୍କ ହରିଦାସପୁର ବାସଭବନରେ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି  । ମୃତ୍ୟୁଶଯ୍ୟା ନିକଟରେ  ତାଙ୍କର ପୁତ୍ର, କନ୍ୟା, ଭାଇ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ  । ସ୍ଥାନୀୟ ମହାରଥା ବିଦ୍ୟାପୀଠରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ହମିଦ ସାର ସେହି ବିଦ୍ୟାଳୟରୁ ହିଁ ଅବସର ଗ୍ରହଣ କରିଥିଲେ  ।  ଜଣେ ଛାତ୍ରବତ୍ସଳ ଓ …

Read More »