Tuesday , September 27 2022
Breaking News

Recent Posts

ପ୍ରଶାସନ ପକ୍ଷରୁ ଗଣେଶପୂଜା ପାଇଁ ପ୍ରସ୍ତୁତି ବୈଠକ

  କେନ୍ଦ୍ରାପଡା ୨୫/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ ଆସନ୍ତା ଗଣେଶପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ପୂର୍ବାହ୍ନରେ  ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ ମହାନ୍ତି, ସିଡିଏମଓ ଡା.ଉର୍ମିଳା ମିଶ୍ର, କେନ୍ଦ୍ରାପଡା ଏସ.ଡି.ପି.ଓ. ରାଜୀବବଲୋଚନ ପଣ୍ଡା, କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁଙ୍କ ସମେତ …

Read More »

ଟାଉନ ପୋଲିସ ଦ୍ୱାରା ୧୫ଲିଟର ଦେଶୀମଦ ଜବତ ୧ଗିରଫ

  କେନ୍ଦ୍ରାପଡା ୨୫/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ରବିବାର ସକାଳ ପ୍ରାୟ ସାଢେ୯ଟା ସମୟରେ କେନ୍ଦ୍ରାପଡା ବ୍ଲକଛକରେ ଚଢାଉ କରାଯାଇ ସେଠାରେ ମଦ ବିକ୍ରୀ କରୁଥିବା ଚୋରାମଦ ବେପାରୀ ସହରର ଚାଟରାପାଟଣା ଗ୍ରାମର ସୁରେଶ ଚନ୍ଦ୍ର ଦାସଙ୍କ ଠାରୁ ୧୫ଲିଟର ଦେଶୀମଦ ଜବତ କରିବା ସହିତ ୧୬୦/୨୦୧୯ରେ ଏକ ମାମଲା ରୁଜୁକରି ଚୋରାମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଥାନା  ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଅନୁଷ୍ଠିତ ଏହି ଚଢାଉରେ ଏସ.ଆଇ ସୈାମ୍ୟରଞ୍ଜନ ଜାଲି, ଏସ.ଆଇ. …

Read More »

କୁଜଙ୍ଗ ସାହିତ୍ୟ-ସଂସ୍କୃତି ପରିଷଦ ପକ୍ଷରୁ ପାଦେଶିକ ସାରସ୍ୱତ ଆସର

ପାରାଦ୍ୱୀପ ୨୫/୦୮/୨୦୧୯(ଓଡ଼ିଶା ସମାଚାର)- କୁଜଙ୍ଗ ସାହିତ୍ୟ ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ପ୍ରାଦେଶିକ ସାରସ୍ୱତ ଆଶର ପାରାଦ୍ୱୀପ ମହାବିଦ୍ୟାଳୟ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିଥିôବା ବେଳେ ଜଗତସିଂପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ । ବଡଚଣାର ମାନ୍ୟବର ବିଧାୟକ ଅମରପ୍ରସାଦ ଶତପଥି, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନୀୟ …

Read More »