Tuesday , September 27 2022
Breaking News

Recent Posts

ଅଜଣା ରୋଗରେ ୩ ମୃତ

ବୌଦ୍ଧ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର   ତଳଗାଁ ପଂଚାୟତ ଅନ୍ତର୍ଗତ ଲୁଣ୍ଡୁରିଝରି ଗ୍ରାମରେ ଅଜଣା ରୋଗରେ ୯ ଦିନରେ ୩ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଭୟରେ ଲୋକମାନେ ଗ୍ରାମ ଛାଡୁଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ଗ୍ରାମରେ ଆଦିବାସୀ ହରିଜନ ସଂପ୍ରଦାୟର ୭୫ ଟି ପରିବାରର ୩୦୦ ଲୋକ ବସବାସ କରୁଛନ୍ତି । ଗତ ୧୨ ତାରିଖ ଦିନ ଗର୍ଭବତୀ ମହିଳା ସରସ୍ୱତୀ ଦେହୁରୀ ଙ୍କର ହଠାତ୍ ମୃତୁ୍ୟ ହୋଇଥିବାବେଳେ ଗତ ୧୪ ତାରିଖ ଦିନ ଲକ୍ଷ୍ମୀ ମାଝି …

Read More »

ମଧୁମେହ ଜନିତ ଅନ୍ଧତ୍ୱ ସଚେତନତା

ପୁରୀ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରକୂଳ ଠାରେ ମଧୁମେହ ଜନିତ ଅନ୍ଧତ୍ୱ ଦୂରିକରଣ ସଂପର୍କରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧୁମେହ ହେଲେ କିପରି ଆଖି ନଷ୍ଟ ହୁଏ ଓ ତାହାର କିପରି ଦୂରୀକରଣ କରାଯିବ, କେଉଁ ଖାଦ୍ୟ ଖାଇବ, କିପରି ଆଖି ଚିକିତ୍ସା କରିବ, ମଧୁମେହ ସଂପର୍କରେ କିପରି ସଚେତନ ହେବ ସେ ସଂପର୍କରେ ଡାକ୍ତରମାନେ ବୁଝାଇବା ସହ ସଚେତନ କରିଥିଲେ । ଚକ୍ଷୁର ଯତ୍ନ କିପରି ନେଲେ ଏହା ଦୀର୍ଘସ୍ଥାୟୀ ହୋଇପାରିବ ସେ ସଂପର୍କରେ ଅଧିକ ପ୍ରଚାରର …

Read More »

ଏମ.କେ.ଅନ୍ତର୍ଜାତୀୟ ଓପନ ତାଇକୋଣ୍ଡା ପ୍ରତିଯୋଗୀତାରେ କେନ୍ଦ୍ରାପଡାକୁ ୪ ପଦକ

  କେନ୍ଦ୍ରାପଡା ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଦିଲ୍ଲୀସ୍ଥିତ ତାଇକୋଟରା ଇନଡୋର ଷ୍ଟାଡିୟମରେ ଗତ ୨୩ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏମ.କେ.ଅନ୍ତର୍ଜାତୀୟ ଓପନ ତାଇକୋଣ୍ଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡାରୁ ଗତ ୨୦ତାରିଖରେ କୋଚ କିଶୋର ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଦିଲ୍ଲୀ ଗସ୍ତ କରିଥିଲା  ।  ସେହି ପ୍ରତିଯୋଗୀତାରେ କେନ୍ଦ୍ରାପଡାର ଖେଳାଳୀମାନଙ୍କ ମଧ୍ୟରୁ  ସି.ବି.ସ୍ୱାଗତୀକା ଦାସ (୧୨) ସ୍ୱର୍ଣ୍ଣ ପଦକ,ଜ୍ୟୋତିରାଦିତ୍ୟ ସେଠୀ(୧୩) ରୈାପ୍ୟ ପଦକ,ସଦ୍ୟସ୍ମିତା ନାୟକ(୧୩) ଏବଂ ପ୍ରତୀକ୍ଷା ପରମିତା ଦାସ ବ୍ରୋଂଞ୍ଜ ପଦକ ହାସଲ କରିଥିବା ଜଣାପଡିଛି । …

Read More »