Saturday , December 3 2022
Breaking News

Recent Posts

ଦୀପାବଳିରେ ଜିଲ୍ଲା ପୋଲିସ ପକ୍ଷରୁ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ

କେନ୍ଦ୍ରାପଡା ୨୯/୧୦/୨୦୧୯(ଓଡ଼ିଶା ସମାଚାର)-ଦୀପାବଳି ଉପଲକ୍ଷେ ଜିଲ୍ଲା ପୋଲିସ  ପକ୍ଷରୁ କଜଳା ସ୍ଥିତ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଛି । କଜଳାସ୍ଥିତ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, କେନ୍ଦ୍ରାପଡା ଏସଡିପିଓ  ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ପହଁଚି ଦୀପାବଳିରେ  ମାନସିକ ଭିନ୍ନକ୍ଷମ ଛାତ୍ରୀଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ କରିବା ସହିତ ସେମାନଙ୍କ ସହ ଭାବ ବିନିମୟ ଓ ଦୀପାବଳୀ ଉତ୍ସବ ପାଳନ କରିଥିଲେ ।          ଓଡ଼ିଶା ସମାଚାର

Read More »

ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ବୋଟସଂଘର ସହାୟତା

ମହାକାଳପଡ଼ା, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ଗ୍ରାମର ତପନ ଦାସ ଗତ ଶୁକ୍ରବାର ସମୁଦ୍ରକୁ ମାଛଧରି ଯାଇଥିବା ବେଳେ ଡଙ୍ଗା ବୁଡି ଯିବାରୁ ସେ ନିଖୋଜ ହୋଇଯାଇଥିଲେ । ପରଦିନ ତାଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା । ମୃତ ତପନଙ୍କ ପରିବାରକୁ ଖରିନାସି ରାମଚଣ୍ଡୀ ବୋଟ ମାଲିକସଂଘର ସଭାପତି ଗୋପୀ ରକ୍ଷିତ, ଉପସଭାପତି ଭକ୍ତରଂଜନ ମହାଳୀ, ସଂପାଦକ ତୁଷାର ସର୍ଦ୍ଧାର, ରବି ମଣ୍ଡଳ, କ୍ରିଷ୍ଣବନ୍ଧୁ ଦାସ,ମହାଦେବ ଦାସ, ମୋହନ ପ୍ରଧାନ ପ୍ରମୁଖ ଭେଟି୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ …

Read More »

ପଲ୍ଲିଶ୍ରୀ କନ୍ୟାଶ୍ରମରେ ଦୀପାବଳି

ଗରଦପୁର,୨୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲିଶ୍ରୀ ମହିଳା ସମିତିର କନ୍ୟାଶ୍ରମରେ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଡେରାବିଶ ବ୍ଲକଅଧ୍ୟକ୍ଷ ସରୋଜ କୁମାର ସାହୁ ଯୋଗଦେଇ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ କରିବା ସହିତ ଦୀପାବଳି ପାଳନ କରିଥିଲେ । ପରେ ଅନ୍ତେବାସିନୀ ନୃତ୍ୟ ପରିବେଷଣ କରିଥିଲେ । ଗ୍ରାମୀଣ ଯୁବକ ସଂଘ, କାମେଶ୍ୱର ସେବା ଟ୍ରଷ୍ଟ ପକ୍ଷରୁ ଏବଂ ଲିଜା ବ୍ରହ୍ମଚାରୀ, ସୁଧୀର କୁମାର ଦାସ,ଅବିନାଶ ବ୍ରହ୍ମଚାରୀ, ଦୀପକ କୁମାର ବେହେରା, କାର୍ତିକ ଚନ୍ଦ୍ର ସାହୁ ପ୍ରମୁଖ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ …

Read More »