Thursday , December 1 2022
Breaking News

Recent Posts

ସ୍ୱାସ୍ଥ୍ୟ ବିଭାଗର ୫-ଟି ସମୀକ୍ଷା : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ହେବ ଜନ୍ମ ମୃତୁ୍ୟର ଇ-ପଞ୍ଜିକରଣ

ଭୁବନେଶ୍ୱର,୨୬/୧୦/୨୦୧୯(ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ଜନ୍ମ ମୃତୁ୍ୟର ଇ-ପଞ୍ଜିକରଣ କାର୍ଯ୍ୟ ଏଣିକି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ । ପୂର୍ବରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିକଟରେ ଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ୫-ଟି ସମୀକ୍ଷା ଅବସରରେ ଏହି ନିଷ୍ପତି ହୋଇଛି । ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରୁ ଜଣାପଡିଛି ଯେ ଇ-ପଞ୍ଜିକରଣ ଲାଗି ଟିସିଏସ କୁ …

Read More »

ବିଶିଷ୍ଟ ସମବାୟବିତ୍ ତଥା ଶ୍ରମିକ ବିକାଶ ପୁରୁଷ ସ୍ୱର୍ଗତ୍ ହରିଶ୍ ଗୌରାଙ୍ଗ ଙ୍କ ତୃତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ଗରଦପୁର,୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ନଡିଆବରାଇ ସ୍ଥିତ ଗଜଲକ୍ଷ୍ମୀ ମଣ୍ଡପରେ ବିଶିଷ୍ଟ ସମବାୟବିତ୍ ତଥା ଶ୍ରମିକ ବିକାଶ ପୁରୁଷ ସ୍ୱର୍ଗତ ହରିଶ୍ ଗୌରାଙ୍ଗଙ୍କ ତୃତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୋଗାଣ, ଖାଉଟି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ହରିଶ୍ ଗୌରାଙ୍ଗ ଜଣେ ସଚ୍ଚୋଟ, ସ୍ପଷ୍ଟବାଦୀ, କର୍ତବ୍ୟନିଷ୍ଠ, ସମବାୟବିତ୍ ଓ ଶ୍ରମିକ ନେତା ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ସେ ନଡିଆବରାଇ ଗ୍ରାମର ଗାନ୍ଧୀ ଥିଲେ ବୋଲି କହିଥିଲେ । ସେ ଆହୁରିମଧ୍ୟ କହିଥିଲେ ହରିଶ୍ …

Read More »

ବିଲହାଟ ବଜାରରେ ବିନା ଲାଇସେନ୍ସରେ ବେଆଇନ୍ ଭାବେ ଖୋଲିଛି ବହୁ ବାଣ ଦୋକାନ

କଟକ, ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ଗ୍ରାମାଂଚଳରେ ଚାଲୁଥିବା କୌଣସି ପେଟ୍ରୋଳ ଚାଳିତ ଯାନ ପ୍ରଦ୍ୟୁଷଣ ପ୍ରଦ୍ୟୁଷିତ କରନ୍ତି ନାହିଁ । ଗ୍ରାମାଂଚଳରେ ଚଳାଚଳ କରୁଥିବା ଟ୍ରକ, ବସ୍, ଡ଼ିଜେଲ ଚାଳିତ ଟ୍ରାକ୍ଟର, ଚାରିଚକିଆ ଯାନ ଓ ତିନି ଚକିଆ ଯାନ କଳା ଧୂଆଁ ଛାଡ଼ି ବାୟୁ ମଣ୍ଡଳକୁ ପ୍ରଦ୍ୟୁଷିତ କରିଥାନ୍ତି । କିନ୍ତୁ ସରକାର ପ୍ରଦୁ୍ୟଷଣ ନିୟନ୍ତ୍ରଣ କରିବା ପାଇଁ ଦୁଇ ଚକିଆ ଠାରୁ ଆରମ୍ଭ କରି ସମସ୍ତ ଯାନ ବାହାନ ପ୍ରଦୁଷଣ ସାର୍ଟିଫିକେଟ କୁ ବାଧ୍ୟତାମୂଳକ କରିଛନ୍ତି । ସେପଟେ ଦିପାବଳୀ ଅବସରରେ ବିନା …

Read More »