Sunday , February 5 2023
Breaking News

Recent Posts

ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ – ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପାରାଦୀପ ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ସଡକ ସୁରକ୍ଷା ମାସ ସାଧାରଣତଃ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୧ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥାଏ । କିନ୍ତୁ ସଂପ୍ରତି କୋଭିଡ୍ ସଂକ୍ରମଣ ଯୋଗୁଁ ଏହା ଚଳିତ ବର୍ଷ ଜାନୁଆରୀ ୧୮ତାରିଖରୁ ଫେବୃଆରୀ ୧୭ତାରିଖ ପର୍ଯ୍ୟନ୍ତ ପାଳିତ ହେଉଅଛି । ଏହି ପରିପ୍ରେକ୍ଷିରେ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ୩୨ତମ ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ଅବସରରେ ଟ୍ରାଫିକ୍ ନିୟମ ମାନିବା, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ଗାଡି ଧିରେ ଚଳାଇବା, ବିନା ଲାଇସେନ୍ସରେ …

Read More »

ଗାନ୍ଧୀବାଦ ଭାରତୀୟ ମାନଙ୍କସମ୍ବଳ,ଉଦୟନାଥ ଆଚାର୍ଯ୍ୟ ସ୍ମାରକୀ ବକ୍ତୁତା ମାଳା ଆୟୋଜିତ

ନିରାକାରପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଅପ୍ରତିମ ରାଜନେତା ସମବାୟ ଆନ୍ଦୋଳନର ପ୍ରବକ୍ତା ଉଦୟନାଥ ଆଚାର୍ଯ୍ୟଙ୍କ ତୃତୀୟ ପୂଣ୍ୟତିଥି ଅବସରରେ ଗାନ୍ଧୀ ପରର ଭାତ ଶୀର୍ଷକ ଆଲୋଚନାରେ ଗାନ୍ଧୀବାଦ ଯୁଗେ ଯୁଗେ ଭାରତୀୟ ମାନଙ୍କୁ ପ୍ରେରିତ କରୁଥିବ ଓ ଗାନ୍ଧୀବାଦ ଭାରତୀୟ ମାନଙ୍କର ସମ୍ବଳ ହୋଇ ରହିଥିବ ବୋଲି ବିଶିଷ୍ଟ ଅତିଥିଗଣ । ସ୍ମାରକୀ ବକ୍ତୁତା ପ୍ରଦାନ କରି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ,ଭାରତୀୟ ସଭ୍ୟତା ଓ ସଂସ୍କୃତିର ଔଜଲ୍ୟକୁ ଗାନ୍ଧୀ ଶକ୍ତି ଭାବେ ରୂପାନ୍ତରିତ କରି କୋଟି ଜନଗଣ ମନର ଅଧିନାୟକ ହୋଇପାରିଥିଲେ ବୋଲି …

Read More »

ଅଗ୍ନିକାଣ୍ଡରେ ଦୁଇଟି ଦୋକାନଗୃହ ଜଳିଗଲା

ପାଟକୁରା, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ପଂଚାୟତ ଅନ୍ତର୍ଗତ ଯମୁନାବାଦ ଗ୍ରାମର ଛକ ନିକଟରେ ଥିବା ଦୁଇଟି ଦୋକାନ ଗୃହ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି । ପ୍ରକାଶ ଯେ , ନୂଆପଡା -ଗରଦପୁର ଆର.ଡି ରାସ୍ତାର ଯମୁନାବାଦ ଗ୍ରାମର ଛକ ନିକଟରେ ନିକଟସ୍ଥ ପରକଣା ଗ୍ରାମର ସନ୍ତୋଷ ନାଥଙ୍କର ଏକ ଚା’ ଜଳଖିଆ ଦୋକାନ ରହିଥିବାବେଳେ, ସେହି ଗ୍ରାମର ଶଙ୍କର୍ଷଣ ନାଥଙ୍କର ଅନ୍ୟ ଏକ ସାଇକେଲ ମରାମତି ଦୋକାନ ରହିଥିଲା । ଗତ କାଲି ରାତିରେ ଦୋକାନ ବନ୍ଦ କରି ସେମାନେ …

Read More »