Thursday , March 30 2023
Breaking News

Recent Posts

ନିରାକାରପୁର ଅଂଚଳରେ ବିଜୁ ଜୟନ୍ତୀ

ନିରାକାରପୁର, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ୧୦୫ତମ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ରାମେଶ୍ୱର ପଂଚାୟତ ସରପଂଚ ପ୍ରମୋଦ କୁମାର ତ୍ରିପାଠୀ ଜୟନ୍ତୀ ଅବସରରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ବିଜୁବାବୁ ଥିଲେ ଓଡ଼ିଆଙ୍କ ଆଦର୍ଶ ଓ ପ୍ରେରଣା ଥିଲେ । ତାଙ୍କର ବିଶାଳ ହୃଦୟ ବିଚକ୍ଷଣ କାର୍ଯ୍ୟଶୈଳୀ ଓ ମହାନୁଭବତା ତାଙ୍କୁ କେବଳ ଓଡ଼ିଶାରେ ନୁହେଁ ଦେଶ ଓ ବିଦେଶରେ ପରିଚିତ କରାଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଭୁଷଣ୍ଡପୁର ବାଲୁେଙ୍କଶ୍ୱର ଦେବ …

Read More »

ଅଚ୍ୟୁତପୁରରୁ ଗରୁଡ଼ ପକ୍ଷୀ ଉଦ୍ଧାର

ନିରାକାରପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଗ୍ରାମରୁ ଏକ ଗରୁଡ଼ ପକ୍ଷୀ ଉଦ୍ଧାର ହୋଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କି ଗତକାଲି ସକାଳେ ଏକ ଗରୁଡ଼ ପକ୍ଷୀ ଉଡ଼ିଆସି ଅଚ୍ୟୁତପୁର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବସି ଥିଲା । ତାକୁ ସ୍ଥାନୀୟ କ୍ଲବ ପିଲାମାନେ କ୍ଲବ ଘରେ ରଖି ଖାଇବା ପିଇବାକୁ ଦେଇ ରଖିଥିଲେ । ଉକ୍ତ ପକ୍ଷୀଟିର ଆଖିରେ କିଛି ଆଘାତ ଲାଗିଥିବାରୁ ସେ ଯନ୍ତ୍ରଣା ଅନୁଭବ କରୁଥିଲା । ଆଜି ବନ କର୍ମଚାରୀମାନେ …

Read More »

କେନ୍ଦ୍ରାପଡ଼ା ଜିଲାର ୩ ଶହ ଗ୍ରାମରେ କଳାକାରମାନେ ପାଳିଲେ ବିଜୁ ବାବୁଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା, ୦୬/୦୩/୨୦୨୧(ଓଡ଼ିଶା ସମାଚାର)-ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀକୁ ପଂଚାୟତ ଓ ଗ୍ରାମରେ ପାଳନ କରିବା ପାଇଁ କଳାକାରମାନଙ୍କୁ ଆହ୍ୱାନ ଦେଇଥିଲା । ସେଥିପାଇଁ ସଂଗଠନର ଶୀର୍ଷ ସ୍ତରରୁ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା । ସାମୁଖ୍ୟ ର ଆବାହକ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ରବିନାରାୟଣ ନନ୍ଦ , ସାଂସଦ ଅମର ପଟ୍ଟନାୟକ , ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି କେନ୍ଦ୍ରାପଡ଼ା ର ପୂର୍ବତନ ଜିଲାପାଳ ଦେବରାଜ ସେନାପତି ପ୍ରମୁଖ ୱେବନାର ବୈଠକ …

Read More »