Friday , March 31 2023

Recent Posts

ଚାଷ ଜମିରୁ ନଡ଼ା ପୋଡ଼ୁଥିବାବେଳେ ନିଯେ ଜୀବନ୍ତ ଦଗ୍ଧ ହୋଇଗଲେ ଚାଷୀ

ନୂଆପଡ଼ା ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା ସିନାପାଲି ରେ ଏକ ଅଘଟଣ ଘଟିଛି । ଚାଷ ଜମିରେ ପଡ଼ିଥିବା ନଡ଼ାକୁ ପୋଡ଼ିବାକୁ ଯାଇ ନିଯେ ଜୀବନ୍ତ ଦଗ୍ଧ ହୋଇଛନ୍ତି ସିନାପାଲିର ଚାଷୀ ନୀଳାମ୍ବର ମେହେର (୫୫ବର୍ଷ)। ହଠାତ୍ ନିଆଁ ଚାରିଆଡ଼କୁ ବ୍ୟାପିଯିବାରୁ ତା’ ମଧ୍ୟରୁ ସେ ବାହାରିପାରିଲେ ନାହିଁ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିନାପାଲି ବ୍ଲକ ସିନାପାଲି ଗ୍ରାମର ନୀଳାମ୍ବର ମେହେର ରବିବାର ତାଙ୍କ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ଶୁଖିଲା …

Read More »

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶୁଣାଣି :ସରକାରୀ ଅର୍ଥ ହଡପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ 

କନ୍ଧମାଳ, ୦୭/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ୨ ଜଣ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୨୦୧୪ରେ ବାଲିଗୁଡ଼ା ବ୍ଲକର ଗୁମାକିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ସୀମାଞ୍ଚଳ ନାଏକଙ୍କ ବିରୋଧରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ଭିଜିଲାନ୍‌ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଫୁଲବାଣୀ ଭିଜିଲାନ୍‌ସ କୋର୍ଟରେ ମାମଲାର …

Read More »

ଦୁର୍ଘଟଣା ରେ ସେବା ପାଇଁ ଏଫ.ପି.ର.ଏ ଯୋଗାଇଲା ଆମ୍ବୁଲାନ୍ସ

କଟକ ୦୭/୦୩/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ମାନବ ସେବା ହିଁ ମାଧବ ସେବା। ଦୁର୍ଘଟଣା ହେବା କାହାର ହାତରେ ନଥାଏ,ହେଲେ ଦୁର୍ଘଟଣା ରେ ଆହତ ବ୍ୟକ୍ତି କୁ ସାହାଯ୍ୟର ହାତ ବଢାଇଦେବା କିନ୍ତୁ ଏଇ ମଣିଷ ହାତରେ ଥାଏ। ଆମେ ଏ କଥା କାହିଁକି କହୁଛୁ କାରଣ  ଏଫ.ପି.ର.ଏ ଅନୁଷ୍ଠାନ ଆଜି ଦୁର୍ଘଟଣା ରେ କିପରି ମାନବ ସେବାରେ ଆମ୍ବୁଲାନ୍ସ ସେବା ଯୋଗାଇ ହେବ ସେଥିପାଇଁ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍ପ ୟୁନିଟ କୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେଲେ। ଏଫ.ପି.ର.ଏ ଅନୁଷ୍ଠାନ ଦୀର୍ଘ ଦିନ …

Read More »