Wednesday , September 28 2022
Breaking News

Recent Posts

  ସପ୍ତମ ଆର୍ଥିକ ଜନଗଣନାର ଉଦଘାଟନ

ରାୟଗଡା,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଦ୍ୱାରା ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଅଛି । ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୋଜନା ଅଧିକାରୀ ଭାସ୍କର ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଷ୍ଟାଟିସକାଲ ଅଧିକାରୀ ପ୍ରତିବନ୍ଧନ ସେଠୀ, ଯୁଧିଷ୍ଟର ଶବର, ସୁଗ୍ରୀଜିତ୍ ବିଶ୍ୱାଳ ଏବଂ ସଂଯ୍ଧେକ୍ସଳ ଶ୍ରୀକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ …

Read More »

ଇ-ଲାଇବ୍ରେରୀ ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣରେ ଅଧିକ ସହାୟକ: ରଘୁନନ୍ଦନ

କଟକ, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ପଢିହାରୀ ପାଠାଗାର ଓ ସୂଚନା କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । ମନ୍ତ୍ରୀ ପ୍ରଥମେ ପାଠାଗାରରେ ପହଁଚି ସ୍ୱାଧିନତାସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପାଠାଗାରର ଇ-ଲାଇବ୍ରେରୀ ପରିଦର୍ଶନ କରିବା ଅବସରରେ ସେଠାରେ ଥିବା ପିଲାମାନଙ୍କ ସହିତ ଆଲୋଚନାକରି ଇ-ଲାଇବ୍ରେରୀ ହେବା ଦ୍ୱାରା ସେମାନେ କିପରି ଉପକୃତ ହୋଇଛନ୍ତି ତାହା ଜାଣିବାକୁ ପାଇଥିଲେଏବଂ ପଢିହାରୀ ପାଠାଗାରରେ ଇ-ଲାଇବ୍ରେରୀବ୍ୟବସ୍ଥା ଛାତ୍ର ଛାତ୍ରୀ ମାନଙ୍କୁ ଜ୍ଞାନ ଆହରଣରେ ଅଧିକସହାୟତା …

Read More »

ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ହାତ ମିଳାଇଲେ ଅପରେସନ୍ ସ୍ମାଇଲ୍ ଓ ସୋଆ

ଭୁବନେଶ୍ୱର, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ହୋଇଥିଲେ ଏହାର ଉପଚାର ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର କରିବା ପାଇଁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଅପରେସନ୍ ସ୍ମାଇଲ୍ ଏବଂ ବେଙ୍ଗାଲୁରୁ ସ୍ଥିତ ଇଙ୍ଗା ହେଲଥ ଫାଉଣ୍ଡେସନ୍ ଓ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ହାତ ମିଳାଇଛନ୍ତି । ମଙ୍ଗଳବାର ଠାରୁ ଏକ ସପ୍ତାହ ଧରି ସୋଆ ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏହି ମାଗଣା …

Read More »