Sunday , January 29 2023
Breaking News

Recent Posts

ପାରାଦୀପରେ କାଉ ମଡକ ବାଡ୍ ଫ୍ଲୁ ଆଶଂକା – ବିଭିନ୍ନ ସ୍ଥାନରେ ମରିପଡିଛନ୍ତି କାଉ

ପାରଦୀପ ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ବିଗତ ଦୁଇ ରୁ ତିନିଦିନ ହେବ ପାରାଦୀପ ସହର ର ବିଭିନ୍ନ ସ୍ଥାନ ରେ କାଉମାନେ ମରି ପଡିଥିବା ଦେଖିବାକୁ ମିଳିଛି ।  ସହର ର ବଡପଡିଆ, ନୂଆବଜାର,ମଧୁବନ ଆଦି ଅଂଚଳ ରେ ଏହି କାଉମାନଙ୍କ ମୃତ ଦେହ ବିକ୍ଷିପ୍ତ ଭାବେ ପଡିଥିବା ଦେଖିବାକୁ ମିଳୁଛି । ଏହି  କାଉ ମଡକ ଦେଖି ସାଧାରଣ ଲୋକଙ୍କ ମନ ରେ ବାଡ୍ ଫ୍ଲୁ ର ଆଶଙ୍କା ହେଖାଗଲାଣି । ପାରାଦୀପ ର ପ୍ରାଣୀଧନ ବିଭାଗ ର ଡାକ୍ତର ବାଡ୍  ଫ୍ଲୁ କଥା …

Read More »

୨୬ଜାନୁଆରୀରେ ଟ୍ରାକ୍ଟର ରାଲୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- କୃଷକ ତଥା ଜନବିରୋଧୀ ତିନି କୃଷି ଆଇନର ପ୍ରତ୍ୟାହାର ଦାବିରେ ଆଜକୁ ୫୮ଦିନ ଧରି ଦିଲ୍ଲୀ ସୀମାରେ ଲକ୍ଷ ଲକ୍ଷ କୃଷକଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ କ୍ରମେ ଦେଶର ଚର୍ତୁଦିଗକୁ ବ୍ୟାପିବାରେ ଲାଗିଛି । ଆସନ୍ତା ୨୬ତାରିଖରେ ଜନରାଜ୍ୟ ଦିବସ ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର …

Read More »

କେନ୍ଦ୍ରାପଡା ଜୀବନବୀମା ଶାଖା ଅଭିକର୍ତା ସଙ୍ଘର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, ୨୧/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜୀବନବୀମା ଶାଖା ଅଭିକର୍ତା ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ ଉଦୟନଗରସ୍ଥିତ ପୈାରସଂସ୍ଥା କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉସôବରେ କଟକ ମଣ୍ଡଳ ଅଭିକର୍ତା ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି, କେନ୍ଦ୍ରାପଡା ଜୀବନବୀମା ନିଗମ ଶାଖା କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ସୁବୋଧ ଆଚାର୍ଯ୍ୟ ସମ୍ମାନୀତ ଅତିଥି, କଟକ ମଣ୍ଡଳ ଅଭିକର୍ତା ସଙ୍ଘର ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିବା …

Read More »