Thursday , December 1 2022
Breaking News

Recent Posts

କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତିଙ୍କ ଯୈାନ ଶୋଷଣ ଅଭିଯୋଗ : ପିଡିତା ନ୍ୟାୟ ପାଇଁ ଏଚ.ଆର.ପି.ସି.ଏ.ଡି.ଜିଙ୍କୁ ଭେଟିଲେ

କେନ୍ଦ୍ରାପଡା, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ସଭାପତିଙ୍କ ନାମରେ ସେହି ସୋସାଇଟିର ଜନୈକ ମହିଳା କର୍ମଚାରୀଙ୍କୁ ଯୈାନ ଶୋଷଣ କରିଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ପଞ୍ଜିକୃତ ହେବା ପରେବି ପୋଲିସର  ନିଷ୍କ୍ରିୟତା  ବିରୁଦ୍ଧରେ ବୁଧବାର ପିଡିତା ଯୁବତୀ ଜଣକ ସ୍ଥାନୀୟ ସର୍କିଟ ହାଉସରେ ମାନବୀକ ଅଧିକାର କମିଶନ ସେଲର(ଏଚ.ଆର.ପି.ସି.) ଅତିରିକ୍ତ ପୋଲିସ ମହାନିର୍ଦେଶକ (ଏ.ଡି.ଜି.) ଏସ.ଏମ. ନରଭାନେଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।  ଅଭିଯୋଗରୁ ପ୍ରକାଶ ଯେ ଗତ ଅପ୍ରେଲମାସ ୨୭ତାରିଖରେ ପିଡିତା ଯୁବତୀ କେନ୍ଦ୍ରାପଡା …

Read More »

୩ ରେ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବ – ଗୋଟିଏ ମଂଚରେ ହରିପ୍ରସାଦ, ରସିଦ ଓ ଶୁଭଙ୍କର

ଭୁବନେଶ୍ୱର,୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୩ ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ସୌଭାଗ୍ୟର କଥା ଗୋଟିଏ ମଂଚରେ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭା ଏକାଠି ନଜର ଆସିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି, ବିଶିଷ୍ଟ ବଂଶୀ ବାଦକ ପଦ୍ମ୍ମବିଭୂଷଣ ପଣ୍ଡିତ ଡ. ହରି ପ୍ରସାଦ ଚୌରାସିଆ, ଯିଏ ସେହି ସନ୍ଧ୍ୟାରେ ଉପସ୍ଥିତ ରହି ବଂଶୀ ବାଦନ କରିବେ । ତାଙ୍କ ସହିତ ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ପଦ୍ମଶ୍ରୀ ଉସ୍ତାଦ …

Read More »

ଆଦର୍ଶ ଶିକ୍ଷକ ସ୍ୱର୍ଗତ ବିଷ୍ଣୁ ଚରଣ ମହାରଣାଙ୍କ ଉର୍ଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ସାଲେପୁର ୩୦/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା)- ଆଦର୍ଶ ଶିକ୍ଷକ ସ୍ୱର୍ଗତ ବିଷ୍ଣୁଚରଣ ମହାରଣାଙ୍କ ଉର୍ଦ୍ଧେଶ୍ୟରେ ମା’ ସାହେଶ୍ୱରୀଙ୍କ ପୀଠ ସାଲେପୁର ଠାରେ ଶିକ୍ଷାବିତ୍ ନରେନ୍ଦ୍ରନାଥ ଶତପଥିଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରଚରଣ ରାଉତ, ବିନୟଶଙ୍କର ମହାନ୍ତି, ଚୈାଧୁରୀ ଶଶିଭୂଷଣ ନନ୍ଦ, ବଣହରା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ପାତ୍ର, ଚିତରଂଜନ ରାଉତ, ଭବାନୀ ଶଙ୍କର ପଣ୍ଡା, ଅଭିନଚନ୍ଦ୍ର ଦାଶ, ବିପିନ୍ ବିହାରୀ କର, ବେସାରଦ ଅହେମ୍ମଦ ଖାଁ, ନିଗମାନନ୍ଦ କର, ଜିତେନ୍ଦ୍ରନାଥ …

Read More »