Thursday , December 1 2022
Breaking News

Recent Posts

ଠିକା ପ୍ରଥା ଉଚ୍ଛେଦ ଓ ସର୍ବନିମ୍ନ ମଜୁରୀ ଦାବି ନେଇ ଓଡ଼ିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘ ମୁଖ୍ୟଶାସନ ସଚିବଙ୍କୁ ଭେଟି ଦାବି ଜଣାଇଲା

ଭୁବନେଶ୍ୱର,୩୦/୧୦/୨୦୧୯(ଓଡ଼ିଶା ସମାଚାର)-ଆଜି ଓଡ଼ିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ଏକ କମିଟି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଏବଂ ଅର୍ଥ ସଚିବଙ୍କୁ ଭେଟି ସରକାରଙ୍କ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଗଲା ଓ ସରକାରଙ୍କର ‘୫ଟି’ ଯୋଜନା ପ୍ରଣୟନ ପାଇଁ ସରକାରଙ୍କୁ ସାଧୁବାଦ ଜଣାଯାଇଥିଲା । କିନ୍ତୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଗଲା କି ସରକାରଙ୍କ ମାଗଣା ଯୋଜନା ସହ ଅନ୍ୟାନ୍ୟ ସବୁପ୍ରକାରର ସରକାରୀ କାର୍ଯ୍ୟକୁ ସଫଳ ରୂପାୟନ କରୁଥିବା ମୋ …

Read More »

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଏଡିଜେ କୋର୍ଟର ୭ବର୍ଷ ଜେଲଦଣ୍ଡାଦେଶ

କେନ୍ଦ୍ରାପଡା ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲା ଦୈାରାଜଜ ଏମ.ଆର.ଦୋରା ବୁଧବାର ଏକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ୭ବର୍ଷ ଜେଲଦଣ୍ଡ ସହିତ ୧୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୫ ମସିହା ଅକ୍ଟୋବରମାସ ୨୩ତାରିଖ ଅପରାହ୍ନରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁରାମ ପାଟଣା  ଗ୍ରାମର ଜନୈକ ୪ବର୍ଷର ନାବାଳିକା ଠାକୁରହାଟରୁ ଏକ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଛାଚୁଂଣିଆ ଗ୍ରାମର ଖଗେଶ୍ୱର ନାୟକଙ୍କ ପୁଅ ଚଗଲା ଓରଫ ଦିବାକର ନାୟକ ଏକ …

Read More »

କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତିଙ୍କ ଯୈାନ ଶୋଷଣ ଅଭିଯୋଗ : ପିଡିତା ନ୍ୟାୟ ପାଇଁ ଏଚ.ଆର.ପି.ସି.ଏ.ଡି.ଜିଙ୍କୁ ଭେଟିଲେ

କେନ୍ଦ୍ରାପଡା, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ସଭାପତିଙ୍କ ନାମରେ ସେହି ସୋସାଇଟିର ଜନୈକ ମହିଳା କର୍ମଚାରୀଙ୍କୁ ଯୈାନ ଶୋଷଣ କରିଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ପଞ୍ଜିକୃତ ହେବା ପରେବି ପୋଲିସର  ନିଷ୍କ୍ରିୟତା  ବିରୁଦ୍ଧରେ ବୁଧବାର ପିଡିତା ଯୁବତୀ ଜଣକ ସ୍ଥାନୀୟ ସର୍କିଟ ହାଉସରେ ମାନବୀକ ଅଧିକାର କମିଶନ ସେଲର(ଏଚ.ଆର.ପି.ସି.) ଅତିରିକ୍ତ ପୋଲିସ ମହାନିର୍ଦେଶକ (ଏ.ଡି.ଜି.) ଏସ.ଏମ. ନରଭାନେଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।  ଅଭିଯୋଗରୁ ପ୍ରକାଶ ଯେ ଗତ ଅପ୍ରେଲମାସ ୨୭ତାରିଖରେ ପିଡିତା ଯୁବତୀ କେନ୍ଦ୍ରାପଡା …

Read More »