ରାଉରକେଲା,୦୪/୦୨/୨୦୨୩ (ଓଡ଼ିଶା ସମାଚାର)- ରାଉରକେଲା ରେ ଘଟିଛି ଡ଼ବଲ ମର୍ଡ଼ର । ସାରନଗରୀ କନଷ୍ଟ୍ରକ୍ସନ କଲୋନିର ଏକ ପରିତ୍ୟକ୍ତ ଘରେ …
Read More »ନୂଆପଡା ବଜାରରେ ତ୍ରୀନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ପାଟକୁରା, ୨୮/୦୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ବଜାରରେ ତ୍ରୀନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଟିତ ହୋଇଯାଇଛି । ନୂଆପଡା ଗ୍ରାମବାସୀ ଓ ନୂଆପଡା ବଜାରରେ ଥିବା ଚିତ୍ରୋତ୍ପଳା ବଣିକ ସଂଘ ପକ୍ଷରୁ ଆୟୋଜିତ ଏକ ଦିନାତ୍ମକ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ପ୍ରତୁ୍ୟଷରୁ ଚିତ୍ରୋତ୍ପଳା ନଦୀରୁ ଶୁଭ କଳସ ବୁଡାଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନ୍ଦିର ଶିଖରରେ ପତାକା ଲଗାଯାଇ ପ୍ରତିଷ୍ଠା କରାଯିବା …
Read More »