Thursday , December 1 2022
Breaking News

Recent Posts

ଜିଲ୍ଲା ବିଦୁ୍ୟତ୍ କମିଟି ବୈଠକ

କଟକ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଟକ ଜିଲ୍ଲା ବିଦୁ୍ୟତ୍ କମିଟି ବୈଠକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ଗ୍ରାମାଂଚଳକୁ ବିଦୁ୍ୟତକରଣ, ବିପିଏଲ ଗୃହକୁ ବିଦୁ୍ୟତ୍ ଯୋଗାଣ ତଥା ୩୩ କେଭି ଲାଇନ, ୧୧କେଭି ଲାଇନ, ଏଲ୍ଟି ଲାଇନ ବିଦୁ୍ୟତ ଯୋଗାଣ ଟ୍ରାନସଫର୍ମର ପ୍ରତିଷ୍ଠା ଏବଂ ଉନ୍ନତିକରଣ ସମ୍ଭନ୍ଧରେ ବିଷଦ ଆଲୋଚନା କରାଯାଇଥିଲା । ସେହିପରି ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା, ବିଜୁ ସହରାଂଚଳ ଯୋଜନା ଏବଂ ଦେଶୀ ଯୋଜନାରେ ଥିବା …

Read More »

ବିଜୁ ଯୁବବାହିନୀ ପକ୍ଷରୁ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା, ୩୧/୧୦/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ଟାଙ୍ଗିଆପଡ଼ା ପଂଚାୟତ ବିଜୁ ଯୁବବାହିନୀ ପକ୍ଷରୁ ରକ୍ଷକ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ମୁଖ୍ୟ ଉପଦେଷ୍ଟା ଗୋପାଳକୃଷ୍ଣ ପ୍ରଧାନ, ନାୟବ ସରପଂଚ ଆକାଶ କୁମାର ବିଶ୍ୱାଳଙ୍କ ସମେତ ଯୁବବାହିନୀର ସଦସ୍ୟମାନେ ଗୁରୁଜଙ୍ଗ ଓ ଛତାବରର ମୁଖ୍ୟ ରାସ୍ତା ଉଇଲକିଶନ ନଗରଠାରେ ଯାଉଥିବା ଗାଡ଼ିଚାଳକମାନଙ୍କୁ ଅଟକାଇ ବିଭିନ୍ନ ଯାନବାହାନ ତଥା ବାଇକ ଓ କାର, ଅଟୋ, ଟ୍ରକ୍, ବସ ଚାଳକମାନଙ୍କୁ ହେଲମେଟ୍ ପିନ୍ଧିବା, ବେଲ୍ଟ ପିନ୍ଧିବା, ମୋବାଇଲରେ କଥା …

Read More »

କ୍ରୀଡ଼ାମନ୍ତ୍ରୀଙ୍କ ଶାରୀରିକ ଶିକ୍ଷା କଲେଜ ଗସ୍ତ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଙ୍ଗଳବାର ଅଚାନକ ସିଜୁଆ ସ୍ଥିତ ଏନଏମଆଇଇଟି ସ୍ଥିତ ଶାରୀରିକ ଶିକ୍ଷା କଲେଜକୁ ଅଚାନକ ପରିଦର୍ଶନ ଯାଇ ଶିକ୍ଷା ବ୍ୟବସ୍ଥା ଯାସଙ୍ଖ କରିବା ସହ ଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ବେହେରା ଶ୍ରେଣୀକକ୍ଷ, ଖେଳପଡ଼ିଆ, ଛାତ୍ରାବାସ ବୁଲି ଦେଖିଥିଲେ । ଏହାବ୍ୟତୀତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ମନ୍ତ୍ରୀ ପିଲାଙ୍କ ମଧ୍ୟାହ୍ନଭୋଜନରେ ଦିଆଯାଉଥିବା ଖାଦ୍ୟର ମାନ ଯାଂଚ କରିଥିଲେ । ନୂଆକରି …

Read More »