Thursday , December 1 2022
Breaking News

Recent Posts

ଜାତୀୟ ଦୁର୍ବିପାକ ପ୍ରଶମନ ଦିବସ ପାଳିତ

ପୁରୀ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟାକୁ ପୂରିଛି ୨୦ବର୍ଷ । ଏହି ଅବସରରେ ଓଡ଼ିଶା ଦୁର୍ବିପାକ ପ୍ରସ୍ତୁତି ଦିବସ ଓ ଜାତୀୟ ଦୁର୍ବିପାକ ପ୍ରଶମନ ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସଦଭାବନା ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଳ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମାନସିକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ବାତ୍ୟା ଭଳି ଦୁର୍ବିପାକ ସମୟରେ ଠିକ୍ ସୂଚନା …

Read More »

ଉତ୍କଳ ସାମନ୍ତ ସମାଜର ଚିତ୍ରଗୁପ୍ତ ପୂଜା

କଟକ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଉତ୍କଳ ସାମନ୍ତ ସମାଜ ପକ୍ଷରୁ ଶ୍ରୀଶ୍ରୀ ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସାମନ୍ତକରଣ ସମାଜକୁ ଅଧିକ କ୍ରୀୟାଶୀଳ କରିବା ସହ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ନଦୀୟା ବିହାରୀ ମହାନ୍ତି, ବରଦା ପ୍ରସନ୍ନ ପଟ୍ଟନାୟକ, ଇଂ.ଜ୍ୟୋତି ପ୍ରକାଶ ଦାସ, ଅମ୍ବିକା ପ୍ରସାଦ ଦାସ, ଆଡଭୋକେଟ୍ ସତ୍ୟବ୍ରତ ମହାନ୍ତି, ପାର୍ଥ ସାରଥି ମହାନ୍ତି, ସୌମେନ୍ଦ୍ର କୁମାର ଦାସ, …

Read More »

ଅହିଂସା ସବଳର ଅସ୍ତ୍ର ବୋଲି ଗାନ୍ଧୀଜୀ ବିଶ୍ୱାସ କରୁଥିଲେ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପୁସ୍ତକ ଚର୍ଚ୍ଚା ଆୟୋଜିତ ହୋଇଯାଇଛି । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆତ୍ମଜୀବନୀ ‘ଦି ଷ୍ଟୋରୀ ଅଫ୍ ମାଇଁ ଏକ୍ସପେରିମେଂଟ୍ସ ଉଇଥ୍ ଟ୍ରୁଥ୍’ ଉପରେ ଆଲୋଚନା କରି ବିଶିଷ୍ଟ ଗାନ୍ଧୀବାଦୀ ଲେଖକ, ଚିନ୍ତକ ତଥା ସମାଜସେବୀ ପ୍ରହ୍ଲାଦ ସିଂହ କହିଲେ, ମାନବିକ ଅଧିକାର, ସାମାଜିକ ନ୍ୟାୟ ପାଇଁ ସଂଘର୍ଷ, ଉପନିବେଶୀ ଶାସନ ବିରୁଦ୍ଧରେ ସଂଗ୍ରାମକୁ ନେଇ ଗାନ୍ଧୀଜୀଙ୍କ ଆତ୍ମଜୀବନୀ ଏକ ଐଚ୍ଛିହାସିକ …

Read More »