Thursday , December 1 2022
Breaking News

Recent Posts

ବିଜୁ ଜନତାଦଳର ଜନସମ୍ପର୍କ ପଦଯାତ୍ରା ଉଦଯାପିତ

କେନ୍ଦ୍ରାପଡା, ୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଚଳିତ ଅକ୍ଟୋବରମାସ ୨ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା  କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ଗୁରୁବାର ଉଦଯାପିତ ହୋଇଛି । ଏହି ଅବସରରେ ଅକ୍ଟୋବର ୨ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରା ଆଜି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତରେ ଉଦଯାପିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ଭାଗବତପୁର …

Read More »

କୁଳ ସମିତଙ୍ଗାରେ ମହାକାଳିଙ୍କ ପୂଜାଉତ୍ସବ

ସାଲେପୁର, ୩୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : କିଶନନଗର ଥାନା ଅର୍ନ୍ତଗତ ସୁଦ୍ଧଖଣ୍ଡ ପଂଚାୟତ କୁଳ ସମିତଙ୍ଗା ଗ୍ରାମର କମ୍ୟୁନିଟି ସେଂଟର ଠାରେ ମହାକାଳିଙ୍କର ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜାର ଉଦଯାପନୀ ଦିବସରେ ପୂର୍ବତନ ବିଧାୟକ ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ପୂଜା ଉତ୍ସବରେ ବହୁ ଆଧ୍ୟାତ୍ମିକ ବ୍ୟକ୍ତି ବିଶେଷ ଓ ଭକ୍ତ ବୃନ୍ଦ ଯୋଗଦେଇ ପୂଜା ଆରାଧନାରେ ଭାଗ ନେଇଥିଲେ । ଗତକାଲି ଯାକଜମକରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି …

Read More »

ପାଣି ପଂଚାୟତର ଏଲ୍ ଆଇ ପଏନ୍ଟ ଯନ୍ତ୍ରାଂଶ ଚୋରି ଅଭିଯୋଗ

ସାଲେପୁର, ୩୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ସାଲେପୁର ବ୍ଳକ୍ ଅନ୍ତର୍ଗତ ସୁଦ୍ଧଖଣ୍ଡ ପଂଚାୟତ ପାଣିମାଣ୍ଡୋ ଗ୍ରାମରେ ଥିବା ଗାଦିବ୍ରହ୍ମ ପାଣି ପଂଚାୟତର ଏଲ୍ ଆଇ ପଏନ୍ଟ ର ବିଭିନ୍ନ ବୈଦୂତିକ ଯନ୍ତ୍ରାଂଶକୁ କେତେକ ଦୁର୍ବୃତ ଚୋରାଇ ନେଇଥିବା କିଶନନଗର ଥାନାରେ ଅଭିଯୋଗ ହୋଇଛି । ଚୋରି ଯନ୍ତ୍ରାଂଶ ମଧ୍ୟରୁ ପ୍ୟାନେଲ ବୋର୍ଡ଼ , ୨ଶହ ମିଟର କେବୁଲ , ଷ୍ଟାଟର କଟାଉଟ୍ ଓ ମେନ୍ ସୁଇଚ୍ ଆଦି ଅନ୍ତର୍ଭୁକ୍ତ । ଉପୋରକ୍ତ ଚୋରି ଜିନିଷ ଗୁଡ଼ିକୁ ଉକ୍ତ ଗ୍ରାମର ସାଗର …

Read More »