ଢେଙ୍କାନାଳ, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ ଦନ୍ତା ହାତୀ …
Read More »ଟାଉନ ଥାନାରେ ୮ ୱାରେଂଟି ଗିରଫ
କେନ୍ଦ୍ରାପଡା, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ଟାଉନ ଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮ଜଣ ୱାରେଂଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସହରର ଦିଲାରପୁର କୁ୍ୟରେସି ମହଲା, ରଣପଡା, ଜଇପୁରା, ଅଯ୍ୟୋଦ୍ଧାନଗର ପ୍ରଭୃତି ଗ୍ରାମରେ ଟାଉନ ଥାନା ପକ୍ଷରୁ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସବଇନିସପେକ୍ଟର ସୌମ୍ୟରଞ୍ଜନ ଜାଲି ପୋଲିସ ଫୋର୍ସ ସହ ଚଢାଉ କରି ପ୍ରାୟ ୨୦ବର୍ଷ ପୂର୍ବର ବିଭିନ୍ନ ମାମଲାରେ ଅଭିଯୁୃକ୍ତ ଥାଇ ଫେରାର ହୋଇଯାଇଥିବା ୮ଜଣ ୱାରେଂଟିଙ୍କୁ ଗିରଫ କରି କୋର୍ଟ ଚାଲାଣ …
Read More »