Friday , February 3 2023

Recent Posts

କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ କେଶ ଫଇସଲା ପରେବି ପଟ୍ଟା ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ ମାମଲାର ଫଇସଲା ପରେବି ପଟ୍ଟା ମିଳୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ତହସିଲର ଗରାପୁର ଗ୍ରାମର ଗୋପିନାଥ ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶଶୁରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସୀତା ଦାସ ଏବଂ ତାଙ୍କ ପତ୍ନୀଙ୍କ ଭଉଣୀ ଲଳିତା ଓ କବିତା କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ କେଶ ନମ୍ବର – ୭୬୭/ ୨୦୧୬ ଏବଂ ୩୭୯୧/୨୦୧୬ରେ ଦରଖାସ୍ତ  କରିଥିଲେ । ଏହି ମାମଲାର ବିଚାର ଶେଷ ହୋଇ …

Read More »

ଜମାତେ ଅହେଲେ ହଦିସ, ମସଜିଦ ମହମଦି ଓ ସଲଫିୟା ଟ୍ରଷ୍ଟ ଗଣ୍ଡଗୋଳ ଘଟଣାର ସମାଧାନ ହୋଇନି

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଜମାତେ ଅହେଲେ ହଦିସ, ମସଜିଦ ମହମଦି ଓ ସଲଫିୟା ଟ୍ରଷ୍ଟ ଗଣ୍ଡଗୋଳକୁ ୪୮ ଘଂଟା ବିତିଯିବା ପରେବି ତାହାର କୈାଣସି ସମାଧାନ ହୋଇନଥିବା ଦେଖାଯାଇଛି । ଏପର୍ଯ୍ୟନ୍ତ ପୋଲିସ ହେପାଜତରେ ମସଜିଦ ରହିଥିବା ବେଳେ ଉତେଜନା କାଏମ ରହିଥିବା ଜଣାପଡିଛି । ସଂପୃକ୍ତ ମସଜିଦରେ ମାତ୍ର ୪/୫ଜଣ ନମାଜ ପାଠ କରୁଥିବା ବେଳେ ଅନ୍ୟମାନଙ୍କୁ ସେହି ମସଜିଦରେ ନମାଜ ପାଠ କରିବାକୁ ଅନୁମତି ମିଳୁନି । ସଂପୃକ୍ତ ଗଣ୍ଡଗୋଳ ସ୍ଥାନରୁ ପୋଲିସ ୨୧ଟି ବାଇକ ଓ ୩ଟି ସାଇକେଲ ଜବତ …

Read More »

ଯୋଗାଣ ଅଧକାରୀ ଙ୍କୁ ଘେରିଲେ ଖାଉଟି

ସାଲେପୁର, ୨୯/୦୧/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):କଟକ ସାଲେପୁର ବ୍ଲକରେ ଯୋଗାଣ ବିଭାଗର ବିଭିନ୍ନ ତ୍ରୁଟି ଓ ମନମୁଖୀ କାର୍ୟ୍ୟକୁ ବିରୋଧ କରି ଖୋଦ ଏହି ବ୍ଲକର ଅଧ୍ୟକ୍ଷାଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଖାଉଟି ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟରେ ଯୋଗାଣ ଅଧିକାରୀଙ୍କୁ ଘେରିଥିଲେ। ସାଲେପୁର ବ୍ଲକରେ ବହୁ ଖାଉଟିଙ୍କର ନାମ ରାସନ କାର୍ଡ଼ରୁ କଟିଯିବା ସତ୍ବେ ସେସଵୁକୁ ଯୋଡ଼ିବା ପରିବର୍ତ୍ତେ ଖାଉଟିଙ୍କୁ ଅଣଦେଖା କରାଯାଉଛି। କିଛି ଖାଉଟିଙ୍କର ନାମ ଜାଣିଶୁଣି ଦଳୀୟ ଭିତ୍ତିରେ କଟାଯାଉଛି। ଏ ସବୁ ଅଭିଯୋଗ ନେଇ ଆସିଲେ ଯୋଗାଣ ଅଧିକାରୀ …

Read More »