Sunday , January 29 2023
Breaking News

Recent Posts

ଜିଲା କୃଷକ ସଂଗଠନର ବାର୍ଷିକ ବୈଠକ

ରଘୁନାଥପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଧଳତଙ୍ଗଗଡ଼ ଠାରେ ଜଗତସିଂହପୁର ଜିଲା କୃଷକ ସଂଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ସଭାପତି ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠତି୍ ଏହି ବୈଠକରେ ଜିଲାର ଶତାଧିକ କୃଷକ ନେତା ଯୋଗଦେଇ କୃଷି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଦେଶରେ ଚାଲୁଥିବା କୃଷକ ଆନ୍ଦୋଳନ ଉପରେ ଆଲୋକପାତ କରି କୃଷି କ୍ଷେତ୍ରରେ ଚାଲିଥିବା ମଣ୍ଡି ଓ ଏମଏସପି …

Read More »

ପତିତପାବନ କ୍ରିକେଟ୍ – ୨୬ରେ ଫାଇନାଲ ଖେଳିବେ ଜିଗନିପୁର ଓ ହରଚଣ୍ଡି

ପାରାଦୀପ,୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୬ ତାରିଖ ମଙ୍ଗଳବାର ଆମ୍ବେରୀ ଖେଳ ପଡ଼ିଆରେ ୪୦ତମ ପତିତପାବନ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ଖେଳ ଅନୁଷ୍ଠିତ ହେବ । ଜିଗନିପୁର ଓ ହରଚଣ୍ଡି ମଧ୍ୟରେ ଏହି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ରବିବାର ଶେଷ ସେମିଫାଇନାଲ ମ୍ୟାଚ୍ ଥିଲା । ଏଥିରେ ପଲେଇ ଟିମ୍ କୁ ହରଚଣ୍ଡି ହରାଇ ଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ହରଚଣ୍ଡିର ଶୁଶାନ୍ତ ରାଉଳଙ୍କୁ ଅତିଥି ଅମରେଶ ମଲିକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ କପ୍ ପ୍ରଦାନ କରିଥିଲେ । …

Read More »

ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ

କେନ୍ଦ୍ରାପଡା, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ନିର୍ଦେଶକ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ପଂଚାୟତ ସମିତି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଜିଲ୍ଲାପାଳ ଅମ୍ରୁତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ …

Read More »